ବେଦାନ୍ତ ଲାଞ୍ଜିଗଡ଼ରେ ମହିଳା ଦିବସ ପାଳିତ; ୬ଟି ଗ୍ରାମ ପଞ୍ଚାୟତର ୨୫୦୦ ମହିଳାଙ୍କ ଅଂଶଗ୍ରହଣ
ଲାଞ୍ଚିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ୬ଟି ପଞ୍ଚାୟତର ପ୍ରାୟ ୨୫୦୦ ମହିଳା ଯୋଗଦାନ କରିଥିଲେ ।
ଏହି ମହିଳା ଦିବସରେ କମ୍ୟୁନିଟି ମହିଳା ମାନଙ୍କୁ…