Latest Odisha News

BREAKING NEWS

Yearly Archives

2020

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

୫ଟି ସଚିବଙ୍କ କଟକ ଗସ୍ତ; ଖାନନଗରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ଅତିଶୀଘ୍ର କଟକ ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ଓ ଆଧୁନିକୀକରଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ କଟକ ଗସ୍ତ ପରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ପୋଲିସ…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

ଟ୍ରକ୍ ଧକ୍କାରେ ଯୁବକ ମୃତ

ସୋରୋ: ବାଲେଶ୍ୱର ଜିଲ୍ଲାର ସୋରୋ-ମଙ୍ଗଳପୁର ରାସ୍ତାରେ ବାଗୁଡି ଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନଯାୟୀ ମହମୁହୁନା ଗାଁର ନରେନ୍ଦ୍ର କୁମାର ଜେନା (୪୦) ହୋଲି ଖେଳିବାକୁ ବାଗୁଡି ଯାଉଥିବାବେଳେ ହଠାତ୍…

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି…

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୩-୨୦୨୦ ମଙ୍ଗଳବାର ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ   ତା ୧୦ ରିଖ ମଙ୍ଗଳବାର କୁମ୍ଭ ୨୭ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର      ଘାତ ବାର-:  ମକର ରାଶିର ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଓ ଧନୁ ରାଶି…

ହୋଲି ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।…

ଦୋଳପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥଙ୍କ ସୁନାବେଶ; ଜାଣନ୍ତୁ, ମହାପ୍ରଭୁ ପିନ୍ଧିଲେ କେଉଁସବୁ ସ୍ୱର୍ଣ୍ଣାଳଙ୍କାର !

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉମାଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ୱର୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି। ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ଥର…