ଓଡିଶାରେ କେନାଲ୍ ମ୍ୟାନ୍: ପଢନ୍ତୁ, ତାଙ୍କର ସଂଘର୍ଷର କାହାଣୀ ସମ୍ପର୍କରେ
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତାଳବୈତରଣୀ ଅଞ୍ଚଳରେ ନିଜର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ପାଇଥିବା ସଫଳତା ଲାଗି ୭୨ ବର୍ଷୀୟ ବୃଦ୍ଧଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏପରିକି ଓଡିଶାର କେନାଲ୍ ମ୍ୟାନ୍ ଭାବେ ସେ ଖୁବ୍ ପରିଚିତ ମଧ୍ୟ୍ୟ ।
ତାଙ୍କର ଏହି ଉଦ୍ୟମ ପାଇଁ ତାଙ୍କ ଗ୍ରାମରେ ମଧ୍ୟ…