‘ମୋ ବସ’ରେ ଲୁଟି ନେଲେ ଯାତ୍ରୀଙ୍କ ୪୪ ହଜାର ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଦିନ ‘ମୋ ବସ’ର ଯାତ୍ରା କରିବା ସମୟରେ ଜଣେ ବ୍ୟବସାୟୀ ଲୁଟର ଶୀକାର ହୋଇଥିବା ନେଇ ଅଭିଯୋଗ ହୋଇଛି ।
ସରକାରଙ୍କ ଦ୍ୱାରା ପରିଚାଳିତ ମୋ ବସରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଥିଲେ ମଧ୍ୟ କେହି ବ୍ୟକ୍ତି କରୁଣାକର ପ୍ରଧାନ ନାମକ ବ୍ୟବସାୟୀଙ୍କ ଠାରୁ…