Latest Odisha News

BREAKING NEWS

Yearly Archives

2020

୨୮ ପୌର ପ୍ରଶାସନ ସେବା ଓ ୧୨ ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଉନ୍ନତି ଭବନରେ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ପୌର କ୍ୟାଡରଭୁକ୍ତ ନୂତନ ଭାବେ ଓପିଏସସି ଦ୍ୱାରା ଚୟନ ହୋଇଥିବା ୨୮ ଜଣ ଓଡିଶା ପୌର ପ୍ରଶାସନ ସେବା ଅଧିକାରୀ ଏବଂ ୧୨ ଜଣ ଓଡିଶା ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତ କରିଛନ୍ତି । ଏହି…

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପ୍ରସଙ୍ଗ: ପର୍ଯ୍ୟାୟ କ୍ରମେ ବାଲି କାଢିବ ଏଏଏଆଇ

କୋଣାର୍କ: ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଥିବା ବାଲି କାଢିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ) ଏହି ଗର୍ଭଗୃହରୁ ବାଲି କାଢିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଣାର୍କ ସୂର୍ଯ୍ୟ…

‘ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୦’ରେ ସମ୍ମାନିତ ହେଲେ ଡା.ବିଜୟ କୁମାର ସାହୁ

ଭୁବନେଶ୍ୱର: ଓଡିଶାର ଶିକ୍ଷା କ୍ଷେତ୍ରରେ ବିକାଶ ଦିଗରେ ଅବଦାନ ପାଇଁ ଡା.ବିଜୟ କୁମାର ସାହୁଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ‘ଟାଇମ୍ସ ବିଜନେସ ଆୱାର୍ଡ ୨୦୨୦’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡିଶାର ଗୃହ, ଶକ୍ତି, ଉଦ୍ୟୋଗ ଓ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ପ୍ରୟାସ: ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ସମ୍ମମ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ପରିଚାଳିତ ୱାନ୍‌-ଷ୍ଟପ୍‌,…

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଦୂତିଙ୍କ ସ୍ୱର୍ଣ୍ଣ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶାର ମହିଳା ଦୌଡାଳୀ ଦୂତି ଚାନ୍ଦ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ କିଟ୍ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ୧୧.୪୯ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ନୂତନ ୟୁନିଭରସିଟି ରେକର୍ଡ ସ୍ଥାପନ କରିଛନ୍ତି ।…

ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୬ଟି ସ୍ଥାନରେ ଏହି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତର ୩ୟ ଦିବସରେ ଫଇସଲା ହୋଇଛି ମୋଟ୍ ୩୯୯ଟି କେସ୍‌ । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି, ବାଲେଶ୍ୱର,…

ବନ୍ଧୁକ ଚାଳନା ବିଶ୍ୱକପ୍‍ ପ୍ରତିଯୋଗିତାରୁ ଭାରତ ଓହରିଲା

ନିକୋଶିଆ: କରୋନା ଭାଇରସ ଯୋଗୁ ଭାରତ ଆସନ୍ତା ମାସରେ ସାଇପ୍ରସରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚାଳନା ବିଶ୍ୱକପ୍‍ ପ୍ରତିଯୋଗିତାରୁ ଓହରି ଯାଇଛି।  ଆଇଏସ୍‍ଏସ୍‍ଏଫ୍‍ ଦ୍ୱାରା ପରିଚାଳିତ ଏହି ବିଶ୍ୱକପ୍‍ ୪ରୁ ୧୩ ମାର୍ଚ୍ଚ ପର୍ୟ୍ୟନ୍ତ ନିକୋସିଆଠାରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଚୀନରେ…

କାହିଁକି ଜାଣନ୍ତୁ, ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ !

ଭୁବନେଶ୍ୱର: ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲଗାତାର ଆଠ ଦିନ ସମସ୍ତ ସରକାରୀ କ୍ଷେତ୍ର ଏବଂ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୮ ଏବଂ ୧୫ ରବିବାର ଥିବାବେଳେ ହୋଲି ଉତ୍ସବ ହେତୁ ବ୍ୟାଙ୍କଗୁଡିକ ମାର୍ଚ୍ଚ ୯ ଏବଂ ୧୦ ରେ ବନ୍ଦ ରହିବ କାରଣ ଏହା ବିଭିନ୍ନ ତାରିଖରେ ବିଭିନ୍ନ…

ହଙ୍ଗାମା-୨ରେ ଅଭିନୟ କରିବେ ଦକ୍ଷିଣ ଭାରତର ଗ୍ଲାମର ଗାର୍ଲ ପ୍ରଣିତା

ମୁମ୍ବାଇ: ବଲିଉଡର କମେଡି ଫିଲ୍ମ ହଙ୍ଗାମା-୨ରେ ଦକ୍ଷିଣ ଭାରତର ଗ୍ଲାମର କୁଇନ ପ୍ରଣିତା ସୁବାସ ଅଭିନୟ କରିବେ । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବେ । ୨୦୦୩ରେ ପ୍ରିୟଦର୍ଶନଙ୍କ ହଙ୍ଗାମା ଫିଲ୍ମ ରିଲିଜ ହୋଇଥିଲା ଏବଂ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଏହାର ସିକ୍ୱେଲରେ…

କାୟା ବିସ୍ତାର କରୁଛି କରୋନା; ଇରାନରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ତେହେରାନ: କରୋନା ଭାଇରସ(କୋଭିଡ-୧୯) ଚୀନ ପରେ ଏବେ ଅନ୍ୟ ଦେଶ ଗୁଡିକରେ କାୟା ବିସ୍ତାର କରୁଛି । ଏହି ଘାତକ ଭାଇରସ କବଳରେ ଏପର୍ଯ୍ୟନ୍ତ ଇରାନରେ ୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏନେଇ ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ମନ୍ତ୍ରାଳୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହି ଭାଇରସ ଦ୍ୱାରା…