ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନାହିଁ ଚକୁଳିଆ ପଣ୍ଡାର ଗୀତ..
ଭୁବନେଶ୍ୱର:ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏହାର କୋଣଅନୁକୋଣରେ ଭାରି ରହିଛି ଧର୍ମ ଓ ପରମ୍ପରାର ମହକ । ବାରମାସରେ ତେର ଓଷା ତାସାଙ୍ଗକୁ ନାନାଦି ରୀତିନୀତି । ବର୍ତ୍ତମାନ ଏସବୁରୁ ଅନେକ କିଛି ପାଶୋରି ଗଲାଣି ।
ଓଡ଼ିଶାର ପରମ୍ପରା, ସଂସ୍କୃତି କଥା ମନେ ପଡିଲେ,…