Latest Odisha News

BREAKING NEWS

Yearly Archives

2020

ଆଶ୍ଚର୍ଯ୍ୟ : ଗୋଟିଏ ମାଆ ପେଟରୁ ୩୫ ମିନିଟରେ ୬ ଶିଶୁ ଜନ୍ମ, ୨ ମୃତ

ଶେପୁର: ମଧ୍ୟପ୍ରଦେଶର ଶେପୁର ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ସ୍ଥାନୀୟ ଡାକ୍ତରଖାନାରେ ବିନୋଦ ମାଳୀ ନାମକ ମହିଳା ୩୫ ମିନିଟ ସମୟ ମଧ୍ୟରେ ୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟର ମାସକ ପୂର୍ବରୁ ଶିଶୁମାନେ ଜନ୍ମ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା…

ଚିକିତ୍ସାରେ ଅବହେଳା: ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ

ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଡାକ୍ତର ଶିଶୁକୁ ସୁସ୍ଥ ଥିବା ନେଇ ଘୋଷଣା କରିବା ପରେ ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଘଟିଥିବା ଅଭିଯୋଗ ଆସିଛି । ୧୩ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ପରେ ଶିଶୁର ପରିବାର ଲୋକେ…

ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ହେବ !

ମୁମ୍ବାଇଁ: ବଲିଉଡର ଶ୍ରେÂ ସଫଳ ଫିଲ୍ମ ମଧ୍ୟରେ ଗଣତି ହେଉଥିବା ଶାହାରୁଖ ଖାଁଙ୍କ ଦିଲୱାଲେ ଦୁହ୍ଲନିୟାଁ ଲେ ଯାଏଙ୍ଗେର ସିକ୍ୱେଲ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଫିଲ୍ମ କଥା ଉଠାଇଥିଲେ । ଶାହାରୁଖଙ୍କ…

ଗ୍ଲୋବାଲ ୱାର୍ମିଙ୍ଗର ଭୟଙ୍କର ପରିଣାମ; ନରଭକ୍ଷୀ ପାଲଟିଲେ ମେରୁ ଭାଲୁ

ସେଣ୍ଟ ପିଟସବଗର୍ଗ: ଗ୍ଲୋବାଲ ୱାର୍ମିଙ୍ଗର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହେବାକୁ ଲାଗିଲାଣି । ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପରିବେଶକୁ ନଷ୍ଟ କରି ଚାଲିଛି, ତାହାର ଭୟଙ୍କର…

‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ; ଦମଦାର ଅନ୍ଦାଜରେ ନଜର ଆସିଲେ ଅକ୍ଷୟ

ନୂଆଦିଲ୍ଲୀ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଅପେକ୍ଷାରେ ଦର୍ଶକ । ତେବେ ଲୋକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରଥମ ଲୁକ୍ ରିଲିଜ ହୋଇଛି । ଯେଉଁଥିରେ ଅକ୍ଷୟ କୁମାରଙ୍କ ଅନ୍ଦାଜ ସୋଶିଆଲ ମିଡିଆରେ ଧମାକା କରୁଛି । …

ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ଟିଏମସି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡରୁ ବିଦା ହେବା ପରେ ପ୍ରଶାନ୍ତ କିଶୋରଙ୍କୁ ନେଇ ତୃଣମୂଳ କଂଗ୍ରେସ ରାଜନୀତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨୬ ମାର୍ଚ୍ଚରେ…

ଏସିଆ କପ୍ ଆୟୋଜକ ଦେଶ ନେଇ ଗାଙ୍ଗୁଲିଙ୍କ କଥାକୁ କାଟିଲେ ଏହଶାନ ମଣି

ନୂଆଦିଲ୍ଲୀ: ଏସିଆ କପ୍‌କୁ ନେଇ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏହସାନ ମଣି ଖଣ୍ଡନ କରିଛନ୍ତି । ଆସନ୍ତା ଏସିଆ କପ୍‌ର ନୂଆ ଭେନ୍ୟୁ ଭାବେ ଦୁବାଇକୁ ବଛା ଯାଇଛି ବୋଲି ଗାଙ୍ଗୁଲି ଶୁକ୍ରବାର କହିଥିଲେ । ସେ କହିଛନ୍ତି , ଗାଙ୍ଗୁଲି…

ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି

ମେଲବୋର୍ଣ୍ଣ:ମହିଳା ଟି୨୦ ବିଶ୍ଵକପ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଅପରାଜେୟ ରହିଛି। ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ…

କୋଲାବ ଜଳଭଣ୍ଡାରରେ ବୁଡି ୩ କଲେଜ ଛାତ୍ର ମୃତ

କୋରାପୁଟ: କେରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା । କେରାପୁଟ ସରକାରୀ କଲେଜର ୩ଜଣ ଛାତ୍ର ଆଜି ସକାଳେ କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଛନ୍ତି । ବୁଡିଯାଇଥିବା ଛାତ୍ରମାନେ ହେଉଛନ୍ତି କେରାପୁଟ ଜିଲ୍ଲାର ମନ୍ମଥ ସାମଲ, ମାଲକାନଗିରି ଜିଲ୍ଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ ।…

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡର ଖୀଷ୍ଟଚର୍ଚ୍ଚଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ ହୋଇଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ ନହରାଇ ୬୩ ରନ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ମାତ୍ର ୩ ରନରେ ଆଉଟ ହୋଇଛନ୍ତି…