ଜାଣନ୍ତୁ, ଭାରତର ୪ର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ସମ୍ପର୍କରେ…
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଭାରିର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କର ଆଜି ହେଉଛି ୧୨୪ ତମ ଜନ୍ମଦିନ ।
୧୮୯୬ ମସିହା ଫେବୃଆରୀ ଆଜିର ଦିନରେ ଗୁଜୁରାଟର ଭଦେଲୀରେ ସେ ଜନ୍ମ ଗ୍ରହଣ କରିଥିଲେ ।
ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା...…