କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୪ ମୃତ; ୩୦ରୁ ଅଧିକ ଆହତ
ବହାଦୁରଗଡ: ଦିଲ୍ଲୀ ସ୍ଥିତ ବହାଦୁରଗଡର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦିନ ବଏଲର ଫାଟି ଯାଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସହରର ଟ୍ରାମା ସେଣ୍ଟର ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି ।
ବଏଲର ଫାଟିଯିବା…