Latest Odisha News
Yearly Archives

2020

ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଖଲିକୋଟ କଲେଜର ଅନୁସନ୍ଧାନ ମୂଳକ ଗତିବିଧି ଉପରେ ଜୋର ଦେବା ପାଇଁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ । ଏନେଇ ବୁଧବାର ଦିନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଖଲିକୋଟ କ୍ଲଷ୍ଟର କଲେଜ ଆଶାନୁରୂପ ସଫଳତା…

ଟିକ୍ ଟକ୍ ନିଶା: ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଆମେରିକାର କ୍ଲାର୍କ

ନୁ୍ୟର୍କ: ଟିକ୍ ଟକ୍ ଯୋଗୁ ଆମେରିକାର ଜାସନ କ୍ଲାର୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ୪ ଲକ୍ଷ ପ୍ରଶଂସକଙ୍କ ପାଇଁ ସେ କିଛି ନୂଆ କରିବା ଆଶାରେ ମୃତ୍ୟୁର ନିକଟତର ହୋଇ ଯାଇଥିଲେ । କ୍ଲାର୍କଙ୍କ ଏହି ପଦକ୍ଷେପକୁ ଅନେକ ପାଗଳାମୀ ବୋଲି କହୁଛନ୍ତି । ସେ ଏକ ବରଫ ଚଟାଣରେ ଗର୍ତ କରି ଭିତରକୁ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର୍ ଯୋଜନା: ମୌଳିକ ସୁବିଧା ଯୋଗାଇଦେବାକୁ ବିଭାଗସ୍ତରୀୟ ଆଲୋଚନା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଯୋଜନାରେ ସ୍ଥାନୀୟ ଅଧିବାସୀ ତଥା ଦର୍ଶକଙ୍କୁ ପାନୀୟ ଜଳ, ସ୍ଵେରେଜ , ବର୍ଜ୍ୟବସ୍ତୁ ନିଷ୍କାସନ ଆଦିମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଆଲୋଚନା ନିକଟରେ ଶ୍ରୀମନ୍ଦିର…

ମାଆ ପାଖରେ ଅମାନିଆ ଛୁଆ ଓରାଂଟନର ଗେହ୍ଲବସର ଫଟୋ ଏବେ ଚର୍ଚ୍ଚାରେ

ପାଇରି ଡାଇଜା: ବେଲଜିୟମର ପାଇରି ଡାଇଜା ଚିଡିଆଖାନାରେ ଓରାଂଟନ ମାଆ ଓ ପୁଅର ସ୍ନେହ ଏବେ ସୋସିଆଲ ନେଟୱର୍କିଂରେ ବେଶ୍ ଆଦୃତ ହେଉଛି । ୩ ବର୍ଷୀୟ ଓରାଂଟନ ବେରାନୀ ତାର ମାଆ ସହିତ ଖେଳୁଥିଲା । ଖେଳିବା ସମୟ ଗଡିଗଲା ପରେ ମାଆ ସାରି ତାକୁ ଡାକିବାରୁ ବେରାନୀ ଆସି ନ ଥିଲା । ଜିଦି କରିବାରୁ ସାରି…

କରୋନା ଭୂତାଣୁ: ମକ୍କା ମଦିନା ଯାତ୍ରା ଉପରେ ଲାଗିଲା ରୋକ

ସାଉଦି ଆରବ: ସୁନାମି ପରି ମାଡି ଚାଲିଛି କରୋନା ଭୂତାଣୁ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଚୀନ୍ ସମତେ ଚାରିଆଡେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭୂତାଣୁର ଭୟ ଏବେ ସାଉଦି ଆରବକୁ ମଧ୍ୟ ଘାରିଛି । ଏଥିପାଇଁ ମକ୍କା-ମଦିନା ଯାତ୍ରା ଉପରେ ରୋକ ଲଗାଯାଇଛି । ସାଉଦି ଆରବ ମକ୍କା-ମଦିନାକୁ…

ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍‌ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ…

ଆପ୍ ପାର୍ଷଦ ତାହିରଙ୍କ ଫ୍ୟାକ୍ଟ୍ରି ସିଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଉତର-ପୂର୍ବାଂଚଳରେ ଘଟିଥିବା ହିଂସାକାଣ୍ଡରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଆମ ଆଦମୀ ପାର୍ଟିର ବିବାଦୀୟ ପାର୍ଷଦ ତାହିର ହୁସେନଙ୍କ ଫ୍ୟାକ୍ଟ୍ରିକୁ ପୋଲିସ ସିଲ୍ କରିଛିତ । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥିତି ବର୍ତମାନ ନିୟନ୍ତ୍ରଣାଧୀନ…

‘ଗୁଗଲ ଟ୍ରାନ୍ସଲେସନ୍‌’ରେ ସାମିଲ ହେଲା ଓଡ଼ିଆ

ଭୁୁବନେଶ୍ୱର: ଏଣିକି ଓଡ଼ିଆରେ ‘ଗୁଗଲ ଟ୍ରାନ୍ସଲେସନ୍‌’ରେ ମିଳିବ ସୁବିଧା । ଲୋକପ୍ରିୟ ସର୍ଚ୍ଚ ଇଂଜିନ୍ ଗୁଗଲର ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡ଼ିଆ ଭାଷା ଯୋଡି ହୋଇଛି । ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷା ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଯୋଡି ହୋଇଛି । ଏବେ ଇଂରାଜୀ,…

ଦିଲ୍ଲୀ ହିଂସା ନେଇ କେଜ୍ରିୱାଲଙ୍କ ବଡ ଘୋଷଣା; ଆପ୍ ନେତା ସାମିଲ ଥିଲେ ମିଳିବ ଡବଲ ଦଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅନେକ ଅଂଚଳରେ ହିଂସା କାରଣରୁ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହି ହିଂସା ପାଇଁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କ ପାଇଁ ଆଶ୍ୱସ୍ତି ମୂଳକ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଅନାବଶ୍ୟକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ଗ୍ରୁପ-୩ କର୍ମଚାରୀଙ୍କ ଲାଗି ଦରକାର ପଡିବନି ସିସିଆର୍ । କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ହୋଇଯିବ ପଦୋନ୍ନତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଶୁଣାଣି ବେଳେ କର୍ମଚାରୀମାନେ…