ପୁରୀ: ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଛାଡି ଗାଡି ଚାଳକ ଫେରାର
ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ,…