Latest Odisha News
Yearly Archives

2020

ଗୁରୁପ୍ରିୟା ସେତୁରେ ଫାଟ, ମରାମତି କାର୍ଯ୍ୟ ଆରମ୍ଭ

ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଛି । ସେତୁର ୧୬ ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି । ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । ସେତୁ ଉପରେ ଭାରିଯାନ ଚଳାଳଚ ଯୋଗୁଁ…

ମହାଶିବରାତ୍ରୀ: ରାଶି ଅନୁସାରେ କରନ୍ତୁ ଭୋଳାନାଥଙ୍କ ଆରାଧନା !

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗୁଛି । ଜ୍ୟୋତିଷଙ୍କ କହିବାନୁଯାୟୀ ବହୁବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି ଯୋଗ ଏବଂ ଶ୍ରବଣ ନକ୍ଷତ୍ର ଯୋଗ ପଡୁଛି । ଏହି ସମୟରେ…

ଓଡିଶା ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପ୍ରସ୍ତୁତ

କଟକ: ଫେବୃଆରୀ ୧୯ରୁ ଆରମ୍ଭ ହେଉଛି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା । ପରୀକ୍ଷାକୁ ସୂଚାରୁ ରୂପେ ତୁଲାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଚାଲିଛି । ଏଥରର ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଜିଲ୍ଲା ଶିକ୍ଷା…

ମହାଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ କିଭଳି ରହିଛି ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଏହି ଅବସରରେ ସୁବ୍ୟବସ୍ଥିତ ପରିଚାଳନା ଲାଗି ଗତକାଲି ରାତିରେ ଏକ…

ପଶ୍ଚିମ ଓଡିଶାରେ ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ୍ ଆରମ୍ଭ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ୱେସ୍କୋ ପକ୍ଷରୁ ବିଦ୍ୟୁତ କାଟ୍ ଆରମ୍ଭ ହୋଇଛି । ବକେୟା ବିଲ ଦାଖଲ ପାଇଁ ଡେଡଲାଇନ୍ ସରିଛି । ଯେଉଁମାନେ ବକେୟା ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି, ସେମାନଙ୍କ ବିଦ୍ୟୁତ୍ କାଟ ହେବ । ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲା ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍…

ରାଜ୍ୟର ୧୧ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଜାତୀୟ ପାଣିପାଗ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆସନ୍ତା ବୁଧବାର ଦିନ ରାଜ୍ୟର ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ,…

ସଡକ ଦୁର୍ଘଟଣ।ରେ ବେଲପଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

ନୂଆପଡା: ବଲାଙ୍ଗୀର ଜିଲ୍ଲା ବେଲପଡାର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ରାମବିଳାସ ମଙ୍ଗରାଜଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଗତକାଲି ବଙ୍ଗୋମୁଣ୍ଡାରେ ଏବିଡିଓଙ୍କ କାର ଗଛକୁ ପିଟିଥିଲା ।…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଅଗ୍ରସେନକୁ ମିଳିଲା କାଟସାହି ମାଙ୍ଗାନିଜ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଅଗ୍ରସେନ ସ୍ପଜ୍ ଇଣ୍ଡଷ୍ଟ୍ରିଜ୍ ପ୍ରା. ଲି.କୁ କାଟସାହି ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୩୦.୩୦ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । ୟାଜଦାନୀ ପାୱାର…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ହେବ କନ୍ଥର-କୋଏରା ମାଙ୍ଗାନିଜ ଖଣିର ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ସୁନ୍ଦରଗଡସ୍ଥିତ କନ୍ଥର-କୋଏରା ମାଙ୍ଗାନିଜ ଖଣି ବ୍ଲକର ନିଲାମ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି । ଆନନ୍ଦ ଏକ୍ସପୋର୍ଟ, ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି.,…

ଅଫିସର ନୁହେଁ ଏଣିକି ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବେ କିନ୍ନର !

ଯାଜପୁର: ଯାଜପୁର ଜିଲ୍ଲାରେ ଆବାସ ଯୋଜନା ଦାଇତ୍ୱରେ ଥିବା ଅଧିକାରୀଙ୍କ ବଦଳରେ ଏଣିକି କିନ୍ନର ମାନେ ଏହାର ତଦାରଖ କରିବେ । ଜିଲ୍ଲାରେ ଥିବା କିନ୍ନର ସଂଘ ମାଧ୍ୟମରେ ବିଭିନ୍ନ ଯୋଜନାକୁ ସଫଳ କରିବାକୁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କିନ୍ନର ସଂଘର ସଭାପତି କାଜଲ ନାୟକ…