Latest Odisha News

BREAKING NEWS

Yearly Archives

2020

ରଣଜୀ ଟ୍ରଫି: ଏବେ ଖେଳାଳିଙ୍କୁ ମିଳିବ ପୁରସ୍କାର ରାଶି

କଟକ: ରାଜ୍ୟ ରଣଜୀ ଟିମକୁ ଅର୍ଥରାଶି ପ୍ରଦାନ କରିବା ପାଇଁ ରବିବାର ଦିନ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ୍ (ଓସିଏ) । ଏସମ୍ପର୍କରେ ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି, “ଯଦି ଟିମ୍ କୌଣସି ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ କିମ୍ବା ସେମିଫାଇନାଲକୁ କ୍ୱାଲିଫାଏ କଲେ, ତାହେଲେ ଟିମର…

ଘୁଞ୍ଚିଲା ବିଜୁ ପକ୍କାଘର ଲାଗି ଆବେଦନର ତାରିଖ

ଭୁବନେଶ୍ୱର: ବାସହୀନଙ୍କ ଲାଗି ଓଡ଼ିଶା ସରକାର ବିଜୁ ପକ୍କାଘର ଯୋଜନା ସାମିଲ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୃକ୍ତ ହୋଇଥିବା ହିତାଧିକାରୀମାନେ ପକ୍କାଘର ପାଇପାରିବେ । ପୂର୍ବରୁ ଏହା ୧୬ତାରିଖ ଭାବେ ଧାର୍ଯ୍ୟ ହୋଇଥିଲା । ତେବେ ଆବେଦନ ଲାଗି ତାରିଖ ବୃଦ୍ଧି ପାଇଥିବାରୁ ଯେଉଁ…

ଦେଶଭକ୍ତି ଫିଲ୍ମରେ ନଜର ଆସିବେ ଶାହୀଦ

ମୁମ୍ବାଇ: ଶାହୀଦ କାପୁର ଖୁବ୍ ଶୀଘ୍ର ଏକ ଦେଶଭକ୍ତି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଜର୍ସି ଫିଲ୍ମ ପରେ ସେ ଏଥିରେ ମନୋନିବେଶ କରିବେ । ରିପୋର୍ଟ ମୁତାବକ ଅପେରେଶନ କାକଟସ ଉପରେ ଏହି ଫିଲ୍ମ ଆଧାରିତ ହେବ । ୧୯୮୮ରେ ମାଲଡିଭ୍‌ସ ଦ୍ୱୀପରେ ଭାରତ ଏହି ଅପରେଶନ କରିଥିଲା । ଶାହୀଦ…

ମାର୍ଚ୍ଚ ୧୭ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏକକ ପରୀକ୍ଷା ଆରମ୍ଭ: ମିଳିବ ରିପୋର୍ଟକାର୍ଡ଼

ଭୁବନେଶ୍ୱର: ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୭ରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଆସନ୍ତା ଆରମ୍ଭ ହେବ । ଏହି ପରୀକ୍ଷା ଗୁଡ଼ିକ ବୋଲି ସୂଚନା ମିଳିଛି । ପରୀକ୍ଷା…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଲୋକସେବା ଭବନରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକଟି ଲୋକସେବା ଭବନ ଠାରେ ଆସନ୍ତାକାଲି ଦିନ ୯ଟା ୪୫ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସଂସଦୀୟ କାର୍ଯ୍ୟ ବିଭାଗ…

ସୁବ୍ୟବସ୍ଥିତ ଯାତାୟାତ ଲାଗି ରାଜଧାନୀରେ ଖୋଲିବ ନୂଆ ରାସ୍ତା

ଭୁବନେଶ୍ୱର: ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଜାଭିୟର ଛକରୁ ପଟିଆ ମଧ୍ୟରେ ଥିବା ନୂଆ ରାସ୍ତାକୁ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ସର୍ବସାଧାରଣ ଲାଗି ଖୋଲାଯିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି । ସୂଚନାଯୋଗ୍ୟ, ନିକଟ ଅତୀତରେ…

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ସମ୍ମତି ଜଣାଇଛି । ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୪ ଟେଷ୍ଟ ମ୍ୟାଚ ଡିସେମ୍ବର-ଜାନୁୟାରୀ ମଧ୍ୟରେ ଖେଳିବ । ଏହି ଅବସରରେ ଗୋଟିଏ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ ।…

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ…

ଯୁବତୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ପୋଲିସ ବାବୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳ୍ପନା ଛକରେ ରବିବାର ଦିନ ଜଣେ ଯୁବତୀଙ୍କୁ ଅସଦାଚରଣ କରି ହଟହଟା ହୋଇଛନ୍ତି ଜଣେ ଯୁବକ । ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ପେଶାଲ୍ ସୁରକ୍ଷା ବାଟାଲିୟନ୍ (ଏସଏସବି) ପୋଲିସ କର୍ମୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି କଳ୍ପନା ଛକ ନିକଟରେ ଜଣେ ଯୁବତୀ…

‘ଆଁଖ ମାରେ’ ଗୀତରେ ନାଚିଲେ ନିକ୍ ଜୋନସ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଦେଶି ଗୀତରେ ପୁଣି ଥରେ ଠୁମ୍‌କା ଲଗାଇଲେ ବିଦେଶୀ ଷ୍ଟାର ନିକ୍ ଜୋନଓ । ଭାଲେନ୍‌ଟାଇନ୍ ଡେ’ରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଇମ୍ପ୍ରେସ କରିବା ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଥିଲେ ତାଙ୍କ ସ୍ୱାମୀ ନିକ୍ ଜୋନସ୍ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।…