ଫେବୃଆରୀ ୧୮ରେ ଭୁବନେଶ୍ୱର ଆସୁଛନ୍ତି ବୀରେନ୍ଦ୍ର ସେହୱାଗ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୮ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ।
ପ୍ରାପ୍ତ ସୂଚନାନୁଯାୟୀ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସେହୱାଗ ଭୁବନେଶ୍ୱର ଗସ୍ତରେ ଆସି ଜଟଣୀ ନିକଟରେ ଥିବା ଏକ ଘରୋଇ ସ୍କୁଲର ଖେଳ ପଡିଆକୁ ଉଦଘାଟନ…