ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ଦୃଷ୍ଟି ଆକର୍ଷଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ବର୍ଷା ଦିନରେ ସ୍ମାର୍ଟସିଟିର ଜଳବନ୍ଦୀ ଓ ଜଳ ନିଷ୍କାସନ ସସସ୍ୟା ସମାଧାନ ସମ୍ପର୍କୀତ ଏକ ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ।
ଏହି ପତ୍ରରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ,…