ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜୀବନ୍ତ ଜଳିଗଲେ ମହିଳା
ଭଦ୍ରକ: ଭଦ୍ରକ ଗ୍ରାମାଂଚଳ ଥାନା ସେରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜଣେ ମହିଳା ଜଳି ଯାଇଛନ୍ତି ଓ ତାଙ୍କ ସ୍ୱାମୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଆଁରେ ୩ ବଖରା ଘର ସହ ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ,…