କରୋନା ଭାଇରସ୍ ଆତଙ୍କ: ଏସସିବି ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
କଟକ/ଭୁବନେଶ୍ୱର: ଘାତକ ସାବ୍ୟସ୍ତ ହୋଇଥିବା କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ଲାଗି ଓଡ଼ିଶା ସରକାର କିପରି ପଦକ୍ଷେପମାନେ ଗ୍ରହଣ କରିଛନ୍ତି ଏନେଇ ନୂଆଦିଲ୍ଲୀରୁ ଏକ ତିନିଜଣିଆ ପ୍ରତିନିଧି ଦଳ ଗୁରୁବାର ଦିନ ଓଡ଼ିଶାରେ ପହଞ୍ଚିଛନ୍ତି । ଚୀନରୁ ଓଡ଼ିଶା ଫେରୁଥିବା ଛାତ୍ରମାନଙ୍କ ଚିକିତ୍ସା ତଥା…