Latest Odisha News

BREAKING NEWS

Yearly Archives

2020

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ, ଜାଣନ୍ତୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିଛନ୍ତି କେନ୍ଦ୍ର ସରକାର । ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ…

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି । ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା…

ହାତୀ ଆକ୍ରମଣରେ ପତ୍ନୀ ମୃତ, ସ୍ୱାମୀ ଗୁରୁତର ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳର ମାଟିସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ  ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଦମ୍ପତି ଦ୍ୱୟ ହେଲେ ସ୍ଥାନୀୟ ଗ୍ରାମର ସଜନୀ ଓ ଭରତ ପ୍ରଧାନ ।…

ରେଳ ବଜେଟ: ଓଡ଼ିଶାକୁ ମିଳିଲା କେତେ ଅନୁଦାନ ଜାଣନ୍ତୁ..

ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଓଡ଼ିଶାର ରେଳ ବଜେଟ । ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪,୩୭୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଯାହା ଗତ ବର୍ଷର ବ୍ୟୟ ୨୨୦ କୋଟି ଟଙ୍କା କମ୍‌ ରହିଛି। ଗତବର୍ଷ ରେଳପଥର ବିଭିନ୍ନ ପ୍ରକଳ୍ପ ଲାଗି କେନ୍ଦ୍ର…

ଏସସିବି ପୁନର୍ବିନ୍ୟାସ; ଆଜି ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଅଭିଯାନ ଜାରି

କଟକ: କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ କରିବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଅଭିଯାନ ଜାରି ରହିଛି । ଗତ ୪ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହୋଇଥିଲା । କଟକ ଜିଲ୍ଲାପାଳ ଓ ମହାନଗର ନିଗମଙ୍କ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ମିଳିଥିବା ସୂଚନା ଅନୁସାରେ,…

‘ବାଗି-୩’ର ଟ୍ରେଲର ରିଲିଜ; ଦମଦାର ଲୁକରେ ଟାଇଗର

ମୁମ୍ବାଇ: ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ । ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍…

କିଶୋର ଦା’ଙ୍କ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଲା

ମୁମ୍ବାଇ: ୧୯୫୭ରେ ନ୍ୟାଶନାଲ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ କିଶୋର କୁମାର ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଛି । ୬୦ ବର୍ଷ ତଳେ ମୁମ୍ବାଇ ହାଇକୋର୍ଟ ଏହି ଫିଲ୍ମର ସମସ୍ତ ପ୍ରିଂଟ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ମିଳିଥିବା ପ୍ରିଂଟରେ ଜୟକିଶନ…

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ…

୧୦ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭିଜୁଛି ଓଡିଶା । ଆହୁରି ଦୁଇ ଦିନ ପାଗରେ ପରିବର୍ତ୍ତନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ ୧୦ ତାରିଖ ଯାଏଁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ଯାଏଁ ଉତ୍ତର କେନ୍ଦ୍ରୀୟ ଓ…

ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍‌; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଞ୍ଜନଗର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଦାରିଙ୍ଗବାଡିରେ ଗୁରୁବାର ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ କଲେଜ ଛାତ୍ରଛାତ୍ରୀମାନେ ଦାରିଙ୍ଗବାଡିରୁ ପିକନିକ୍ ସାରି ବସ୍…