କରୋନା ଭାଇରସ: ଚୀନରେ ୪୯୧ ଛୁଇଁଲା ମୃତ୍ୟୁ ସଂଖ୍ୟା
ବେଜିଂ: କାୟା ବିସ୍ତାର କରି ଚାଲିଛି ଚୀନରୁ ସୃଷ୍ଟ ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୯୧ ରେ ପହଞ୍ଚିଥିବା ବେଳେ ଚୀନ ବାହାରେ ଏହାର ପ୍ରଭାବରେ ଜଣେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ।
ଚୀନର ଜାତୀୟ ସ୍ୱାସ୍ଥ୍ୟ…