ବସଷ୍ଟାଣ୍ଡର ହେବ ଉନ୍ନତିକରଣ, ମିଳିବ ସପିଂ ମଲ୍ ଓ ମଲ୍ଟିପ୍ଲେକ୍ସର ସୁବିଧା
ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ବିମାନ ବନ୍ଦର ଭଳି ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ କରାଯିବ ଉନ୍ନତ । ଏଥିସହ ସେଠାରେ ସପିଂ ମଲ୍ ଏବଂ ମଲ୍ଟିପ୍ଲେକ୍ସର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।କ୍ରୁଟ…