Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨-୨-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୦୨ ରିଖ ରବିବାର ମକର ୧୯ ଦିନ ମାଘ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର :…

ବଡ ପରଦାରେ ଓଡିଆ ଫିଲ୍ମ ‘ଅଦୃଶ୍ୟମ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଏକ ସସପେନ୍ସ ଥ୍ରିଲର୍ ଓଡିଆ ଫିଲ୍ମ ‘ଅଦୃଶ୍ୟମ’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଫିଲ୍ମଟିରେ ନାୟକ ଦୃଷ୍ଟିହୀନ ଭୂମିକାରେ ନଜର ଆସୁଥିବା ବେଳେ ଏହି ସସପେନ୍ସ ଥ୍ରିଲର୍ ଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଉଛି ।…

ଚାକିରୀରୁ ହଟିପାରନ୍ତି ସ୍କୁଲ ଶିକ୍ଷକ; ମାସକୁ ୨ଥର ହେବ ପ୍ରତିସ୍କୁଲର ଅନଲାଇନ୍ ମନିଟରିଂ !

ଭୁବନେଶ୍ୱର: ଏବେ ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣାିକ୍ଷା ବିଭାଗ । କୌଣସି ଅବ୍ୟବସ୍ଥାକୁ ଆଉ ପରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି । ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି…

ପରୀକ୍ଷାରେ ସ୍ୱଚ୍ଛତା: ମ୍ୟାଟ୍ରିିକ, ଯୁକ୍ତଦୁଇ ଆଡ଼ମିଟ କାର୍ଡ଼ରେ ଆଧାରକାର୍ଡ଼ ହେବ ସଂଯୋଗ !

ଭୁବନେଶ୍ୱର: କପି ରୋକିବା ସହ ପରୀକ୍ଷାରେ ଜାଲ ପରୀକ୍ଷାର୍ଥୀଙ୍କୁ ଧରିବା ଲାଗି ଏଣିକି ଉଭୟ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ଆଡମିଟ୍‌କାର୍ଡରେ ଆଧାରକାର୍ଡ ସଂଯୋଗ କରାଯିବ । ଆଡମିଟ୍‌କାଡରେ ରୋଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ଫଟୋ ସହ ପରୀକ୍ଷାର୍ଥୀଙ୍କ ଆଧାର ନମ୍ବର ବାଧ୍ୟତାମୂଳକ କରାଯିବ ।…

ବଜେଟ ୨୦୨୦: ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର ପାଇଁ ପଦକ୍ଷେପ, ସବୁ ଜିଲ୍ଲାରେ ଖୋଲିବ ଜନ ଔଷଧି କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର କରିବା ଦିଗରେ ସାଧାରଣ ଜନତାଙ୍କ ପାଇଁ ସର୍ବସୁଲଭ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଦିଗରେ ବଜେଟ ରେ ବିଶେଷ ବ୍ୟବସ୍ଥା କରାଯାଇଛି | ପୂର୍ବ ବଜେଟ ରେ ୭୫ ଜିଲ୍ଲା ଡାକ୍ତରଖାନା ସହ ଘୋଷଣା କରିଥିଲେ ଏବେ ସବୁ ଜିଲ୍ଲା ଡାକ୍ତରଖାନା ଓ…

ବଜେଟରୁ ଓଡିଶା ଭଳି ରାଜ୍ୟ ବେଶୀ ଲାଭ ପାଇବ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିର୍ମଳା ସୀତାରମଣଙ୍କ ବଜେଟକୁ ସ୍ୱାଗତ ଜଣାଇଛନ୍ତି । ସେ କହିଛନ୍ତି, “ଅର୍ଥମନ୍ତ୍ରୀଙ୍କ…

କରୋନା ପ୍ରଭାବ: ଏବେ ବିବାହ ନ କରିବା ପାଇଁ ଅନୁରୋଧ

ବେଜିଂ: ଚୀନରେ କରୋନା ତାର ପ୍ରଭାବ ବିସ୍ତାର କରି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଛି । ଭୂତାଣୁ ଯେପରି ନ ବ୍ୟାପିବ ସେଥିପାଇଁ ସମସ୍ତଙ୍କୁ ସତର୍କ ନ ରହିବା ପାଇଁ ଅନୁରୋଧ କରାଯାଉଛି ।ଏପରି କି ଏବେ ବିବାହ ନ କରିବା ପାଇଁ ସ୍ୱାସ୍ଥ୍ୟ…

ବଜେଟ୍‌କୁ ନେଇ ବଲିଉଡରେ ହଲ୍‌ଚଲ୍‌, ଜାଣନ୍ତୁ କିଏ କ’ଣ କହିଲେ

ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ନେଇ ଚାରିଆଡୁ ମିଶ୍ରିତ ପ୍ରତ୍ରିକ୍ରିୟା ଆସିଛି । ସାଧାରଣ ଲୋକଙ୍କଠାରୁ ରାଜନେତା ସମସ୍ତେ ବଜେଟ୍‌କୁ ନେଇ ନିଜ…

ଭାରତରେ ଲଞ୍ଚ ହେଲା ଆପଲ ସ୍ମାର୍ଟ ସ୍ପିକର ‘ହୋମପ୍ୟାଡ଼’: କ’ଣ ରହିବ ଦାମ ଓ ଫିଚର୍ସ ଜାଣନ୍ତୁ

ନୂଆଦିଲ୍ଲୀ: ଆପଲ ଶେଷରେ ନିଜ ସ୍ମାର୍ଟ ସ୍ପିକର ' ଆପଲ ହୋମପ୍ୟାଡ଼' କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ୨୦୧୭ ମସିହାରେ ଏହି ସ୍ପିକର କୁ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ କରାଇଥିଲା । କମ୍ପାନୀ ପ୍ରଥମରୁ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ନିଜର ଅଫିସିଆଲ ୱେବସାଇଟ ରେ ଏହି ସ୍ପିକର ଉପଲବ୍ଧ…

ଭୋଟର୍ସଙ୍କ ଲାଗି ସ୍ପାଇସଜେଟରେ ମାଗଣା ବିମାନ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି । ଏମିତିରେ ଯେଉଁ ଲୋକମାନେ ଦିଲ୍ଲୀ ବାହାରେ ରହୁଛନ୍ତି, ସେମାନଙ୍କୁ ଭୋଟ୍ ଦେବାରେ ଅସୁବିଧା ହେବ । ଲୋକଙ୍କ ଏହି ଅସୁବିଧାକୁ ସୁବିଧାରେ ପରିଣତ କରିଛି ସ୍ପାଇସଜେଟ୍ ବିମାନ । ଦିଲ୍ଲୀ ବାହାରେ ରହୁଥିବା ଲୋକଙ୍କ ପାଇଁ…