Latest Odisha News

BREAKING NEWS

Yearly Archives

2020

ସ୍ପୋକନ୍ ଇଂରାଜୀ ଶିକ୍ଷାକୁ ଉତ୍କଳ ସମ୍ମିଳନୀର ବିରୋଧ

ଭୁବନେଶ୍ୱର: ରାଜ୍ୟର ୧୦୧ ବିଦ୍ୟାଳୟରେ ଇଂରାଜୀ ସେକ୍ସନ ଖୋଲିବା ଏବଂ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂରାଜୀ ଶିକ୍ଷା ପ୍ରଚଳନ କରାଯିବାକୁ ହୋଇଥିବା ନିଷ୍ପତିକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦୃଢ଼ବିରୋଧ କରାଯାଇଅଛି । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି…

ଖେଳ ବଜେଟ ୫୦ ପ୍ରତିଶତି ବଢ଼ିଲା

ନୂଆଦିଲ୍ଲୀ: ୨୦୨୦-୨୧ ବଜେଟରେ ଖେଳ ମନ୍ତ୍ରଣାଳୟକୁ ୨୮୨୬.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଭରାଲ କ୍ରୀଡା ବଜେଟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲେ କେତେକ ସ୍ଥାନରେ ରାଶିର ପରିମାଣ କମାଇ ଦିଆଯାଇଛି । ଗତ ବର୍ଷ ରାଶିର ପରିମାଣ ଥିଲା ୨୭୭୬.୯୨ କୋଟି । ରାଷ୍ଟ୍ରୀୟ ଖେଳ ମହାସଂଘକୁ…

ମାଓ ଦମନ ଅଭିଯାନର ସମୀକ୍ଷା କଲେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ମାଓ ଦମନ ଅଭିଯାନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଭିମାନ ଅଂଚଳ ପରିଦର୍ଶନ କରିଛନ୍ତି । ଡିଜିପି ଅଭୟ ବଡପଦର, ଜାନବାଇ, ବଡପଡା, ଜନ୍ତାପାଇ, ଗୁରୁପ୍ରିୟା ସେତୁ ଓ…

ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍‌ଚନ୍ଦ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍‌ଚନ୍ଦ୍ର । ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ…

କେନ୍ଦ୍ରୀୟ ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବକୁ ସ୍ୱାଗତ…

ଜାମିୟା ପରେ ଶାହୀନବାଗରେ ଗୁଳି ଫୁଟିଲା

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ରୂପ ନେଇଛି । ଜାମିୟା ପରେ ଶାହୀନବାଗରେ ଆଜି ଗୁଳି ଫୁଟିଛି । କପିଳ ଗୁଜ୍ଜର ନାମକ ବ୍ୟକ୍ତି ଶାହୀନବାଗରୁ ୧୫୦ ମିଟର ଦୂରତାରେ ୨ଟି ଫାଙ୍କା ଗୁଳିଚାଳନା କରିଥିଲା ।ଫଳରେ ସେଠାକାର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଗୁଳି…

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ବଢୁଥିବା ମାତୃହାର କମାଇବ ପାଇଁ…

ଜନ୍ମଦିନ

ଜନ୍ମଦିନ କମଳା ଶତପଥୀ ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ,…

ଲଘୁ ଖଣିଜ ପରିଚାଳନା ପାଇଁ ହେବ ନୂଆ ନୀତି

ଭୁବନେଶ୍ୱର: ଖଣିଜ ସମ୍ପଦର ସାର୍ବଜନିକ, ବ୍ୟକ୍ତିଗତ ଓ ଔଦ୍ୟୋଗିକ ବ୍ୟବହାର ପାଇଁ ଓଡିଶା ସରକାର ଏକ ନୂଆ ନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଫଳରେ ଲଘୁ ଖଣିଜ ସମ୍ପଦ ଗୁଡିକର ସ୍ଥାୟୀ ଓ ଶୃଙ୍ଖଳିତ ଭାବେ ଯୋଗାଣ ହୋଇପାରିବ ।ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ…

କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍‌: ରାହୁଲ ଗାନ୍ଧୀ

ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍‌କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍‌ରେ କିଛି ନାହିଁ ବୋଲି ସେ କହିଛନ୍ତି । ଏଥିସହ…