Latest Odisha News

BREAKING NEWS

Yearly Archives

2020

ଷ୍ଟୁଡେଂଟ ଅଫ ଦି ଇୟର-୩ରେ ଆଲ୍ୟା ଫର୍ଣ୍ଣିଚରୱାଲା

ମୁମ୍ବାଇ: ଜୱାନୀ ଜାନେମନ ଫିଲ୍ମରେ ସୈଫ ଅଲୀ ଖାଁଙ୍କ ସହ ଅଭିନୟ କରିଥିବା ଆଲ୍ୟା ଫର୍ଣ୍ଣିଚରୱାଲା ଏବେ ଚର୍ଚ୍ଚାରେ । ଆକର୍ଷଣୀୟ ଲୁକ୍ ଏବଂ ଅଭିନୟ ଯୋଗୁ କରନ ଜୋହର ତାଙ୍କର ଆଗାମୀ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟର-୩ରେ ନେବା ଆଲ୍ୟାଙ୍କୁ ଅଫର ଦେଇଛନ୍ତି । ଜୱାନୀ ଜାନେମନରେ ସେ ସୈଫଙ୍କ…

ଆଜିଠାରୁ ବଦଳିଲା ‘ହ୍ଵାଟ୍ସଆପ’, ‘ଏଟିଏମ୍’ ଓ ‘ଏଲଆଇସି’ ସହ ଜଡ଼ିତ ଏହିସବୁ…

ନୂଆଦିଲ୍ଲୀ: ଫେବୃୟାରୀ ମାସ ୧ ତାରିଖ (ଆଜି)ରୁ ହ୍ବାଟ୍ସଆପ୍‌, ଡାକ ବିଭାଗ ଓ ଜୀବନବୀମା ସମ୍ପର୍କିତ ଅନେକ ନିୟମ ବଦଳି ଯାଇଛି । ଜାଣନ୍ତୁ କ'ଣ ଏହିସବୁ ନିୟମ: ହ୍ବାଟ୍ସଆପ୍‌: ଆଜିଠରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ ହ୍ବାଟ୍ସଆପ୍‌ । ପୂର୍ବରୁ କରିଥିବା ଘୋଷଣା…

ବଜେଟ ୨୦୨୦: ଗତବର୍ଷ ତୁଳନାରେ ୧୦ ହଜାର ୩୪୦ କୋଟି ବଢ଼ିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ: ଚଳିତ ବର୍ଷର ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସଂସଦରେ ଉପସ୍ଥାପନା କରିଛନ୍ତି। ଅନ୍ୟ ସମସ୍ତ ବିଭାଗ ସହ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟ ବଜେଟ ଘୋଷଣା କରିଛନ୍ତି ସୀତାରମଣ ୨୦୧୯-୨୦ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଡିଆର ରିପୋର୍ଟରେ ପ୍ରକାଶ ପାଇଲା ଦାଗି ନେତାଙ୍କ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୭୦ଟି ବିଧାନସଭା ସିଟର ନିର୍ବାଚନ ଫଳାଫଳ ଫେବୃୟାରୀ ୧୧ରେ ବାହାରିବ ବୋଲି ସୂଚନା ମିଳିଛି । ଏହି ସମୟରେ ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ(ଏଡିଆର)ପ୍ରମୁଖ ପ୍ରାର୍ଥୀଙ୍କ…

ଆଦିବାସୀ ମେଳା: ଆକର୍ଷଣ ସାଜିଛି ଜନଜାତି କଳାକାରଙ୍କ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନ

ଭୁବନେଶ୍ୱର: ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମ ଥର ପାଇଁ ମେଳାରେ ବିଭିନ୍ନ ପାରମ୍ପରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର…

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।…

୨୧ ବର୍ଷୀୟା ସୋଫିଆ କେନିନ ଜିତିଲେ ଅଷ୍ଟ୍ରେଲିଆନ ଓପନ

ବ୍ରିସବେନ୍‌:ଆମେରିକାର ୨୧ ବର୍ଷୀୟା ସୋଫିଆ କେନିନ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ମହିଳା ଟେନିସର ସିଙ୍ଗଲ୍ସ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ସ୍ପେନର ଗାରବିନ୍ ମୁଗୁରୁଜାଙ୍କୁ ୪-୬, ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୋଫିଆଙ୍କ ଏହା କ୍ୟାରିୟରର ପ୍ରଥମ…

କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା

ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ୧୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ବଲିଉଡରେ କରୋନା ଭୟ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଛି । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ୨୫୯ ହୋଇଯାଇଛି । ଯେବେକି ୩୧ଟି ପ୍ରାନ୍ତରେ ୧୧,୭୯୧ ଲୋକ କରୋନା ସଂକ୍ରମିତ ଅଛନ୍ତି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, “୧,୭୯୫ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା…