ଏବେ ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ସମ୍ବିଧାନର ପାଠ !
ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ସମ୍ବିଧାନର ପାଠ । ଯାହାଫଳରେ ସେମାନେ ନାଗରିକର ମୌଳିକ କର୍ତ୍ତ ବ୍ୟ ସମ୍ପର୍କରେ ସଚେତନ ହୋଇପାରିବେ ।
ସମ୍ବିଧାନର ୭୦ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ…