ବଜେଟର ଭାଷଣରେ କଶ୍ମୀର କବିତା
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କଶ୍ମୀରର ଏକ କବିତା ଗାଇଥିଲେ । ଏହି କବିତା ଏତେ ସୁନ୍ଦର ଥିଲା ଯେ, ସଂସଦ କରତାଳିରେ କମ୍ପି ଉଠିଥିଲା ।
ଏହି କବିତା ପଢ଼ିବା ପରେ ସେ ଏହାର ହିନ୍ଦୀ ଅର୍ଥ ମଧ୍ୟ ବୁଝାଇଥିଲେ ।
ଏଥିରେ ଉଲ୍ଲେଖ…