ନେହା-ଆଦିତ୍ୟଙ୍କ ବ୍ୟାଚଲର ପାର୍ଟି
ମୁମ୍ବାଇ: ବଲିଉଡର ଉଦୀୟମାନ ଗାୟନ ନେହା କକ୍କର ଓ ଆଦିତ୍ୟ ନାରାୟଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୪ରେ ଏହି ଦୁଇଜଣ ବିବାହ କରିବେ । ଆଦିତ୍ୟ-ନେହା ଏଥିନେଇ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ।
ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ…