Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୧୬ ରିଖ ଗୁରୁବାର ମକର ୨ ଦିନ ମାଘ ମାସ କୃଷ୍ଣ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ…

ବଢିଲା ଦୈନିକ ମଜୁରୀ; ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରବାସୀ ଶ୍ରମିକଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୧ଟି ଜିଲ୍ଲାର ଶ୍ରମିକମାନେ ଅନ୍ୟ ରାଜ୍ୟକୁ…

କିଏ ହେବେ ରାଜ୍ୟ ବିଜେପି ମଙ୍ଗୁଆଳ? ଆସନ୍ତାକାଲି ହୋଇପାରେ ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର: କିଏ ହେବେ ଓଡ଼ିଶା ରାଜ୍ୟ ବିଜେପିର ନୂଆ ସଭାପତି ଏହାକୁ ନେଇ ଚାଲିଛି ଜୋରଦାର୍ ଚର୍ଚ୍ଚା । ଏପରିକି ଏବେଠାରୁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୁରୁବାର ଦିନ ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷିତ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ବିଜେପି…

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ସ୍ୱସ୍ତି ସିଂହ

ଗୌହାଟୀ: ଆସାମର ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୨୧ ବର୍ଷରୁ କମ୍ ସାଇକେଲ ଚାଳନା ବିଭାଗରେ ଓଡ଼ିଶା ଲାଗି ସ୍ୱସ୍ତି ସିଂହ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରେସକୁ ସ୍ୱସ୍ତି ୧୪:୫୩:୨୩ ମିନିଟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ…

ବଡ ପରଦାରେ ବର୍ଷାଙ୍କ କୁଇନ୍‌

କଟକ: ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ କୁଇନ୍ ବୁଧବାର ଦିନ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଫିଲ୍ମ ଦେଖିବା ଲାଗି ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୁଲବୁଲି ବର୍ଷା ପ୍ରିୟଦର୍ଶିନୀ ରହିଥିବା ବେଳେ ତାଙ୍କ…

ପରମ୍ପରା ଓ ବିଶ୍ୱାସର ଉତ୍ସବ ଜାଲ୍ଲୀକଟ୍ଟୁ: ଷଣ୍ଢ-ମଣିଷ ଲଢ଼େଇର ପର୍ବ

ତାମିଲନାଡୁ: ଆରମ୍ଭ ହୋଇଛି ତାମିଲନାଡୁର ପ୍ରସିଦ୍ଧ ଉତ୍ସବ ଜାଲ୍ଲୀକଟ୍ଟୁ । ତାମିଲନାଡୁର ମଦୁରାଇରେ ଆୟୋଜିତ ଏହି ଉତ୍ସବରେ ଚଳିତବର୍ଷ ଭାଗ ନେଇଛନ୍ତି ୭୦୦ ଷଣ୍ଢ । ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ୭୩୦ ଯୁବକ । ଜାଲୀକାଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଂଚଳର ଏକ ପାରମ୍ପରିକ…

ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର…

ମୁକ୍ତେଶ୍ୱର ଉତ୍ସବର ୨ୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ବିଭୋର ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ଆଜି ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ ।…

ଫାଶୀ ସସପେନ୍ସ ଜାରି; ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବାଟ ବନ୍ଦ ହେଉଛି । ଫାଶୀ ପାଇବା ନେଇ ଜାରି ରହିଛି ସସ୍ପେନ୍ସ । ଦୋଷୀ ମୁକେଶର ଡେଥ୍ ୱାରେଂଟ ରଦ୍ଧ କରିବା ଆବେଦନକୁ ଖରାଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ନିଷ୍ପତି ପରେ ବି ୪ ଅଭିଯୁକ୍ତ ଆସନ୍ତା ୨୨ ତାରିଖରେ…

କମେଡି କିଙ୍ଗ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଭାଇରାଲ

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟୁଟ ଏଜେଂଲର ଫାଷ୍ଟ ଫଟୋ । କପିଲ ଓ ତାଙ୍କ ଝିଅର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ କପିଲ ନିଜ ଝିଅକୁ କୋଳେଇ ଧରିଥିବା ନଜର ଆସିଛନ୍ତି । ଫ୍ୟାନ୍‌ମାନଙ୍କୁ ଏବେ ବାପା-ଝିଅଙ୍କ ଏହି ଫଟୋ ବେଶ୍ ପସନ୍ଦ ଆସିଛି ।…