ବଢ଼ିଲା ବସ ଭଡା; ସାଧାରଣ ୧, ଡିଲକ୍ସ ୨ ପଇସାକୁ ବୃଦ୍ଧି
ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ବଜାରରେସି ଡିଜେଲର ଦରବୃଦ୍ଧି ଘଟିବା ପରେ ଓଡିଶା ସରକାର ସୋମବାର ଦିନ ସମସ୍ତ ଶ୍ରେଣୀ ବସର ଭଡା ବୃଦ୍ଧି କରାଇଛନ୍ତି ।
ସାଧାରଣ(ଅର୍ଡିନାରି) ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବା ବେଳେ ଏକ୍ସପ୍ରେସ୍ ବସ ପାଇଁ ମଧ୍ୟ କିଲୋମିଟର ପିଛା ସେହି ୧…