ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ୯୦ ଦଶକର ଏହି ହିଟ ଯୋଡ଼ି !
ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ପୁଣି ଫେରୁଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ।୯୦ ଦଶକର ହିଟ ଯୋଡି ସିଦ୍ଧାନ୍ତ ରଚନାଙ୍କୁ ପୁଣି ଥରେ ଦର୍ଶକ ପରଦାରେ ଦେଖିବା ନେଇ ଚର୍ଚ୍ଚା ହେଉଛି ।
ରଚନା ଓଲିଉଡକୁ ଫେରୁଥିବା ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଥିବା ବେଳେ…