Latest Odisha News
Yearly Archives

2020

ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂସ୍କରଣ ଉଦ୍‌ଯାପିତ

ଭୁବନେଶ୍ୱର: ଅନଲାଇନରେ ଦୁଇଦିନ ଧରି ଚାଲିଥିବା ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି ସାମାଜିକ ପରିବର୍ତନରେ ଗଣମାଧ୍ୟମ ସହ ବିଭିନ୍ନ ଯୋଗାଯୋଗ ମାଧ୍ୟମର ଭୂମିକା…

ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ କେମିତି ହେଲେ କମେଡି କ୍ବିନ୍ ?

ନିଜେ ହସିବା ସହ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ । ଏମିତିରେ ତ ଅନେକ ମହିଳା କମେଡିଆନ୍ ଅଛନ୍ତି, ହେଲେ କମେଡି କ୍ବିନର ତାଜ ପାଇଛନ୍ତି ଭାରତୀ । ଏହି କମେଡି କ୍ବିନଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି ଏନସିବି । ଶନିବାର ମୁମ୍ବାଇ ସ୍ଥିତ ତାଙ୍କ ଘରେ ରେଡ୍ ପରେ ଗିରଫ କରିଥିଲା ଏନସିବି ।…

ଓଡିଶା ଏଫସି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ, ଶୁଭମଙ୍କ ଭବିଷ୍ୟତ ଉଜ୍ଜ୍ୱଳ : କୋଚ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ରୋମାଂଚ ଓ ମୁକାବିଲା ପାଇଁ ଓଡିଶା ଏଫସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ଏହାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି । ହାଇଦ୍ରାବାଦ ଏଫସି ବିପକ୍ଷରେ ମଙ୍ଗଳବାର ଓଡିଶା କ୍ଲବ ତାର ଅଭିଯାନ ଆରମ୍ଭ କରିବ । ସମସ୍ତ ଖେଳାଳି ଏହି ଚ୍ୟାଲେଞ୍ଜ…

ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓ ଦେଖି କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଖୋର୍ଦ୍ଧା: ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ବହୁ ଘଟଣା ମାନ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖି ଅପରାଧିକୁ ଗିରଫ କରିଛି ପୋଲିସ। ଘଟଣାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଖୁଲମ ଖୁଲା ଭାବେ ବିକ୍ରି ହେଉଥିଲା ଦେଶୀ ମଦ…

ଡ୍ରାଗନ ଚାଲକୁ ରୋକିବା ପାଇଁ ଭାରତର ନୂଆ ଚକ୍ରବ୍ୟୁହ ଟନେଲ ଡିଫେନ୍ସ

ଲଦାଖ:ଭାରତ-ଚୀନ ବିବାଦ ଥମିବାର ନାମ ନେଉ ନାହିଁ । ଚୀନ ବାହାରକୁ ଶାନ୍ତି ପ୍ରକ୍ରିୟା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଭିତରେ ଷଡଯନ୍ତ୍ର ରଚୁଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଚୀନର ଚାଲାକିକୁ ରୋକିବା ପାଇଁ ଭାରତ ଟନେଲ ଡିଫେନ୍ସ ରଣନୀତି ଆପଣାଇଛି । ଜାପାନ ବିପକ୍ଷରେ ଚୀନ…

ମହାରାଷ୍ଟ୍ରରେ ପୁଣି ହେବ ଲକଡାଉନ୍ ! ଉପମୁଖ୍ୟମନ୍ତ୍ରୀ କହିଲେ ୮-୧୦ ଦିନ ଭିତରେ ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀ ପରେ ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ ବି ଦୈନିକ ୫ରୁ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଶନିବାର ୫ ହଜାର ୭୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କରୋନାର ସେକେଣ୍ଡ ୱେଭ ଆସିବା ଅନୁମାନ କରାଯାଉଛି । ମହାରାଷ୍ଟ୍ର…

ଜନ୍ମଦିନରେ ଧମାକା କଲେ କାର୍ତ୍ତିକ ଆର୍ଯ୍ୟନ୍ !

ମୁମ୍ବାଇ: ଲକ୍‌ଡାଉନ୍ ପରେ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ୩୦ଟି ଫଗୁଣ ଅତିକ୍ରମ କରିଥିବା କାର୍ତ୍ତିକ ଆଜି ନିଜ ଜନ୍ମଦିନ ପାଳୁଛନ୍ତି । ତେବେ ଆଜି ଭଳି ଦିନରେ ସେ ଧମାକା କରି ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ ଦେଇଛନ୍ତି । ରିଲିଜ୍…

ଡିମ୍ପଲ କାପାଡିଆ ଅଭିନୀତ ହଲିଉଡ ଫିଲ୍ମ ଟେନେଟ ଡିସେମ୍ବର ୪ରେ ପରଦାକୁ ଆସିବ

ମୁମ୍ବାଇ:ହଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କ ଜାସୁସି ଥ୍ରୀଲର ଟେନେଟ ଖୁବ୍ ଶୀଘ୍ର ପରଦାକୁ ଆସିବ । ଏଥିରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କାପାଡିଆ ଚଳିତ ବର୍ଷ ଡିସେମ୍ବର ୪ରେ ଭାରତରେ ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ।…

ବାପା ଚାକିରୀ ପାଇଁ ପୁଅ ସାଜିଲା ପିତୃହନ୍ତା !

ରାମଗଡ: ଚାକିରୀ ଲୋଭରେ ବାପାକୁ ହତ୍ୟା କଲା ବେରୋଜଗାରିଆ ପୁଅ । ଝାଡଖଣ୍ଡ ରାମଗଡ ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ଲୋମଟାଙ୍କୁରା ଘଟଣା । ଜାଣି ଆଶ୍ଚର୍ଯ୍ୟ ହେବେ ଅନ୍ୟ କାହାରି ନୁହେଁ ବରଂ ବାପା ଚାକିରୀ ପାଇଁ ପୁଅ ସାଜିଥିଲା ହତ୍ୟାକାରୀ । ପୋଲିସ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତର ୫୫…

ବବିତା ଫୋଗଟ ଘରକୁ ନୂଆ ଅତିଥି ଆସିବେ

ନୂଆଦିଲ୍ଲୀ:ଭାରତର ଷ୍ଟାର ମହିଳା ପହିଲିମାନ ବବିତା ଫୋଗଟ ମାଆ ହେବେ । ତାଙ୍କ ଘରକୁ ଖୁବ୍ ଶୀଘ୍ର ନୂଆ ଅତିଥି ଆସିବେ । ଗତ ବର୍ଷ ଡିସମ୍ବରରେ ସେ ପହିଲିମାନ ବିବେକଙ୍କୁ ବିବାହ କରିଥିଲେ । ବିବେକ ଓ ବବିତା ସୋସିଆଲ ସାଇଟରେ ପ୍ରଶଂସକଙ୍କ ପାଇଁ ଏହି ଖବର ଶେୟାର କରିଛନ୍ତି । ବବିତା…