Latest Odisha News

BREAKING NEWS

Yearly Archives

2020

ଜାତିସଂଘ ମିଶନରେ ଭାରତ ତୁଳନାରେ ଅଧିକ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି ଚୀନ୍‌

ନୂଆଦିଲ୍ଲୀ: ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ଭାରତ ତୁଳନାରେ ଚୀନ୍ ତାର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି। ମିଳିତ ଜାତିସଂଘ (ଜାତିସଂଘ) ରେ ଚୀନ୍ ଭାରତୀୟ ସୈନିକଙ୍କ ତୁଳନାରେ ଏହାର ସ‌ୈନିକଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ବର୍ତ୍ତମାନ ଭାରତରୁ ୫,୪୨୪…

ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ । ସୀମାରେ ଯବାନଙ୍କ ସହ ଆଲୋକର ପର୍ବରେ ସାମିଲ ହେବେ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସୀମାର ଲଙ୍ଗେଓ୍ୱାଲାରେ ଯବାନଙ୍କ ଦୀପାବଳି ଉତ୍ସବରେ ସେ ସାମିଲ ହେବେ । ସେଠାରେ ପହଞ୍ଚି ସାରିଛନ୍ତି…

କାହିଁକି ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳନ କରାଯାଏ?

ପ୍ରତିବର୍ଷ ୧୪ ନଭେମ୍ବରକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୮୮୯ ମସିହା ୧୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିଲେ। ନେହେରୁ ପିଲାମାନଙ୍କୁ ଏତେ ଭଲ ପାଉଥିଲେ ଯେ ପିଲାମାନେ ତାଙ୍କୁ ମାମୁଁ ନେହେରୁ ବୋଲି କହୁଥିଲେ। ଏହି କାରଣରୁ…

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବକୁ ନେଇ ସାରାଦେଶରେ ଉତ୍ସବମୁଖର ପରିବେଶ । କରୋନା କଟକଣା ଚଳିତବର୍ଷ ଦୀପାବଳି ଉତ୍ସବକୁ ସାମାନ୍ୟ ଫିକା କରି ଦେଇଛି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଦୀପାବଳି ସ୍ୱଚ୍ଛତାର ବି ଉତ୍ସବ ।…

ଆଜି ଆଲୋକର ପର୍ବ ଦୀପାବଳି: ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ

ଭୁବନେଶ୍ୱର: ଆଜି ଶୁଭ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ । ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି । ତେବେ ଚଳିତବର୍ଷ କରୋନା କଟକଣା…

ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଦାଯିତ୍ୱ

ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ  ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ…

‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେଲା ୧୬୧୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ’ ଅଭିଯାନରେ ସାମିଲ ହେଉଛି ୧୬୧୦ ସ୍କୁଲ । ଶୁକ୍ରବାର ଅପରାହ୍ନରେ ‘ମୋ ସ୍କୁଲ’ ପରିଚାଳନା ସଂଗଠନର ୧୮ତମ କାର‌୍ୟ୍ୟକାରୀ କାଉନ୍‌ସିଲ୍ ବୈଠକ ଭର୍ଚୁଆଲ ମୋଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କବିତା: ଅତୀତକୁ ଯିବି ଫେରି

ଦୀପକ କୁମାର ନାୟକ ଜୀବନ ର କାନଭାସ ରେ କଲମ ର ତୁଳି ଧରୀ ଆଜି ଆଙ୍କିଛି। ଅତୀତ ର ସେହି ସ୍ମୃତି କୁ ଲାଗେ ଦେଖି ସ୍ୱପ୍ନ ପରି। ଆଜି ହଜିଯାଇଛି ମୋର ସେ ଶାନ୍ତ ନୀରବ ଚୁପ୍ ଚାପ୍ ଦିନ। ଆଜି ସେ ଦିନ କୁ ଖୋଜେ ମୁଁ କାନଭାସ ର ଚିତ୍ରର କଳ୍ପନା ରେ। ସ୍ମୃତି ର ମରୁଭୂମିରୁ ଭାଷୀ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

[ଭିଡିଓ] କୁକୁର ପ୍ରେମରେ ରାଷ୍ଟ୍ରପତି, ସ୍ଥାପନ କଲେ ସୁନାର ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: କୌଣସି ମହାନ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ହେବା କିଛି ନୂଆ ଘଟଣା ନୁହେଁ । ହେଲେ ଏକ କୁକୁରର ପ୍ରତିମୂର୍ତ୍ତୀ ସ୍ଥାପନା ନିଶ୍ଚିତ ଭାବେ ଅବିଶ୍ୱସନୀୟ ଘଟଣା । ଆଉ ତା ପୁଣି ପଥର କି ସିମେଣ୍ଟର ନୁହେଁ । ବରଂ ସୁନାରେ ପ୍ରସ୍ତୁତ ହୋଇଛି ୬ ମିଟର ଲମ୍ବାର କୁକୁର…