ଦୀପାବଳିରେ ୨ଟା ଯାଏଁ ଗଡିବ ‘ମୋ ବସ୍’
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ତାରିଖ ତଥା ଦୀପାବଳି ଅବସରରେ 'ମୋ ବସ୍' ସେବା ଚଳାଚଳ ଉପରେ କ୍ରୁଟ୍ ପକ୍ଷରୁ କଟକଣା ଲଗାଇବା ନିଷ୍ପତ୍ତି ହୋଇଛି।
କ୍ରୁଟର ସୂଚନା ଅନୁଯାୟୀ ବସ୍ ଗୁଡିକ ୧୫ଟି ରୁଟରେ ଅପରାହ୍ନ ୨ଟା ଯାଏଁ ଚଳାଚଳ କରିବ।…
BREAKING NEWS