Latest Odisha News

BREAKING NEWS

Yearly Archives

2020

ଦର୍‌ଭଙ୍ଗାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଆଜିଠାରୁ ଆରମ୍ଭ ହେଲା ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ବିହାରର ଦର୍‌ଭଙ୍ଗା ଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସେଜେଟ୍ ଏଠାରୁ ତିନୋଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିଛି। ବିମାନ ଯାତ୍ରା ଆରମ୍ଭ ହେବା ଦ୍ୱାରା ଏଠାରେ ଥିବା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି…

ଆମେରିକାରେ ବାଇଡେନ୍‌ ରାଜ୍‌; ୫ ଲକ୍ଷ ଭାରତୀୟଙ୍କୁ ମିଳିବ ଆମେରିକୀୟ ନାଗରିକତ୍ୱ!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିବା ଜୋ ବାଇଡେନ୍‌ ୧୦ ମିଲିୟନରୁ ଅଧିକ ପ୍ରବାସୀଙ୍କୁ ଆମେରିକୀୟ ନାଗରିକତ୍ୱ ଦେବାକୁ ଯାଉଛନ୍ତି। ବାଇଡେନ୍‌ ୧.୧ କୋଟି ପ୍ରବାସୀଙ୍କୁ ନାଗରିକତ୍ୱ ପ୍ରଦାନ ଦିଗରେ ଏକ ରୋଡମ୍ୟାପ ସୃଷ୍ଟି କରିବାକୁ…

ଆସନ୍ତୁ ଜାଣିବା ଆମେରିକା ରାଷ୍ଟ୍ରପତିଙ୍କ ସମ୍ପର୍କରେ ରୋଚକ ତଥ୍ୟ

ୱାଶିଂଟନ: ଡେମୋକ୍ରେଟ ଜୋସେଫ ବାଇଡେନ ଆମେରିକାର ନୂତନ ରାଷ୍ଟ୍ରପତି ହେବେ । ଆସନ୍ତୁ ଜାଣିବା ଆମେରିକାର ରାଷ୍ଟ୍ରପତିଙ୍କ ସମ୍ପର୍କରେ କେତେକ ରୋଚକ ତଥ୍ୟ । ୧.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ । ତେବେ ପ୍ରକୃତରେ ସେ ୪୪ତମ ରାଷ୍ଟ୍ରପତି । ଗ୍ରୋଭର କ୍ୱିଲେଣ୍ଡ ୧୮୮୪…

ଗୁଜୁରାଟକୁ ମୋଦୀଙ୍କ ଆଉ ଏକ ଉପହାର; ସୁରଟରୁ ଭବନଗର ପର୍ଯ୍ୟନ୍ତ ଫେରି ସେବା ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସୁରଟ ସହିତ ସୌରାଷ୍ଟ୍ରକୁ ଜଳମାର୍ଗ ଦ୍ୱାରା ସଂଯୋଗ କରୁଥିବା ହାଜିରା-ଘୋଘା ରୋ-ପ୍ୟାକ୍ସ ଫେରି ସେବା ଉଦଘାଟନ କରିଛନ୍ତି। ଏହି ସେବା ଆରମ୍ଭ ହେବା ସହିତ ଘୋଘା ଏବଂ ହାଜିରା ମଧ୍ୟରେ…

ଜୋ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ହେବା ପରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ…

କୂଳଡିହାରେ ହାତୀ ଉପଦ୍ରବ; ବ୍ୟାପକ ଚାଷ ନଷ୍ଟ

ଭୁବନେଶ୍ୱର: ଗୋଟିଏ ପଟେ ନୀଳଗିରି ମୁହାଁ ଝାଡ଼ଖଣ୍ଡ ହାତୀ ଏବଂ ଅନ୍ୟପଟେ କୂଳଡିହା ଅଭୟାରଣ୍ୟରୁ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ସନ୍ଧ୍ୟାରେ ଦୁଇଟି ଦନ୍ତାହାତୀ କୂଳଡିହା ଅଭୟାରଣ୍ୟରୁ ଖସିଆସି ନୀଳଗିରି…

ରଣବୀର୍‌ଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ସିଂ ଲକଡାଉନ୍ ସମୟରେ ରୂପେଲି ପରଦାରୁ ଦୂରରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ସହ ନିରନ୍ତର ସମ୍ପର୍କରେ ରହିଆସିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା…

ନବରଙ୍ଗପୁରରେ ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ନବଙ୍ଗପୁର:  ଜଗଦଲପୁର ବ୍ୟବସାୟୀଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ । ନବରଙ୍ଗପୁର ସହରରୁ ଲୁଟ୍ କରି ଛୁ ମାରିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଡକାୟତିର ଶିକାର ହୋଇଛନ୍ତି ଜଗଦଲପୁରର ବ୍ୟବସାୟୀ ରମେଶ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଆଉ ୧୫ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୪୨୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ବରଗଡରୁ ୨, ବଲାଙ୍ଗିରରୁ ୨, ଭୁବନେଶ୍ୱରରୁ ୨, କଟକରୁ ୧, ଦେବଗଡରୁ…

ଧନତେରସାରେ ଆସନ୍ତୁ ଜାଣିବା ରାଶି ଅନୁସାରେ କଣ କିଣିଲେ ଶୁଭ ହେବ

ପୁରୀ: ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କଳସ ସହିତ ଧନ୍ୱନ୍ତରୀ ମହାପ୍ରଭୁ ପ୍ରକଟ ହୋଇଥିଲେ । ଚଳିତ ବର୍ଷ ନଭେମ୍ବର ୧୨ ଓ ୧୩ରେ କିଛି ସମୟ ପାଇଁ ଧନତେରସା ତିଥି ରହିଛି । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ ବସ୍ତୁ କିଣିଲେ ଶୁଭ ହେବ । ମେଷ:…