Latest Odisha News

BREAKING NEWS

Yearly Archives

2020

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଙ୍କ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ । ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟୀ ହୋଇଛନ୍ତି ୭୭ ବର୍ଷୀୟ…

କାହିଁକି ଦୀପାବଳି ପୂର୍ବରୁ ପାଳନ କରାଯାଏ ଛୋଟି ଦିୱାଲୀ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ପର୍ବ ୧୪ ନଭେମ୍ବର ଅର୍ଥାତ୍ ଶନିବାର ଦିନ ପଡୁଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦିୱାଲୀ ପାଳନ କରାଯାଏ। ଏହି ଦିନକୁ ନରକ ଚତୁର୍ଦଶୀ କିମ୍ବା କାଳୀ ଚୌଦସୀ ମଧ୍ୟ କୁହାଯାଏ। ଏହି ଦିନ ଦୀପାବଳି ପରି ଦୀପ…

‘ମୋ ଧାମ ମୋ ଗର୍ବ’ ଉଦଯାପିତ, ସହରକୁ ସ୍ୱଚ୍ଛ ରଖିବାକୁ ଶପଥ ନେଲେ ପୁରୀବାସୀ

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ସଚେତନତା ଧର୍ମୀ ଅଭିଯାନ "ମୋ ଧାମ ମୋ ଗର୍ବ" ଆଜି ଉଦଯାପିତ ହୋଇଛି । ବ୍ଲୁ ପ୍ଳାଗ ବିଚରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,…

ମିଲିନ୍ଦ ସୋମନ୍‌ଙ୍କ ରାଣୀ ସାଜିବେ ଅଭିନେତ୍ରୀ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଛୋଟ ପରଦାରେ ଅଙ୍ଗୁରି ଭାବି ଓ ବିଗ୍‌ବସ୍‌ରେ ରୋକ୍‌ଠୋକ୍ ରବୈୟା ପାଇଁ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ନିକଟରେ ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ ଭଳି କମେଡି ସୋ'ରେ ବି ନଜର ଆସିଥିଲେ । ତେବେ ଆଗାମୀ ଦିନରେ ଖୁବଶୀଘ୍ର ସେ ମିଲିନ୍ଦ ସୋମନ୍‌ଙ୍କ ଅନସ୍କ୍ରିନ୍…

ବଦଳିବନି ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍

ଭୁବନେଶ୍ୱର: ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ପରିବର୍ତନ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାୟୀ ସେମାନେ ବର୍ତମାନ ସମୟରେ ପ୍ରଚଳିତ ହାରରେ ସ୍କଲାରସିପ୍ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି…

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ । ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ…

ଡ୍ରଗ୍ସ ଜାଲରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡ୍‌ ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ଘରୁ ଡ୍ରଗ୍ସ ଜବତ କରିଛି। ଏନସିବି ପକ୍ଷରୁ ଶୀଘ୍ର ଫରୋଜଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି କରାଯିବା ନେଇ ସୂଚନା ମିଳିଛି। ଏନସିବି କାର୍ଯ୍ୟାଳୟରେ ଫିରୋଜଙ୍କ ପତ୍ନୀଙ୍କୁ ପଚରାଉଚରା…

ବିଶିଷ୍ଟ ଆଇନଜୀବୀ ପ୍ରତାପ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଆଇନଜୀବୀ ପ୍ରତାପ ଦାସଙ୍କର ରବିବାର ଦିନ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଭୁବନେଶ୍ୱର ବାର ଆସୋସିଏସନର ପୂର୍ବତନ ସଚିବ ତଥା ପୂର୍ବତନ ଉପସଭାପତି ଏବଂ ଭୁବନେଶ୍ୱର…

କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍‌ ହେଉଛନ୍ତି ‘ଗଜ୍‌ନୀ’ ଏକ…

ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ…

ଓଡିଶାର କେଉଁ ସ୍ଥାନରେ ହେଉଛି ଇକୋ-ରିଟ୍ରିଟ୍‌; ଆକର୍ଷଣ ପାଲଟିପାରେ ହୀରାକୁଦ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ଓଡିଶାର ରାମଚଣ୍ଡି ବିଚ୍ ସମେତ ହୀରାକୁଦ, ଦାରିଙ୍ଗବାଡି, ନଳିତପଟିଆ (ଭିତରକନିକା), ବଡମୂଳ (ସାତକୋଶିଆ) ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜିତ କରାଯିବ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ରବିବାର ଦିନ…