Latest Odisha News

BREAKING NEWS

Yearly Archives

2020

ଅଜଗର ସାପର ଅସ୍ତ୍ରୋପଚାର

ଭୁବନେଶ୍ୱର: ଅଜଗର ସାପର ହେଲା ଅସ୍ତ୍ରୋପଚାର । ସାପର ହେଲା ସିଟି ସ୍କାନ । ଆନନ୍ଦପୁରରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଓୟୁଏଟିରେ ଅସ୍ତ୍ରୋପଚାର କରାଯାଇଛି । ଏଥିସହ ସାପଟିର ସିଟି ସ୍କାନ ମଧ୍ୟ କରାଯାଇଛି । ସାପଟିର ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ…

କରୋନା ପଜିଟିଭ୍ କମ୍, ବଢ଼ିଛି ସୁସ୍ଥ ହାର: ମାସେ ଭିତରେ ରାଜ୍ୟରେ ଆଶ୍ୱସ୍ତିକର ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ମୃତ୍ୟୁସଂଖ୍ୟା ୧୪ ଶହ ପାର କରିଛି । ୩ ଲକ୍ଷ ମୁହାଁ ସୁସ୍ଥ ସଂଖ୍ୟା । ମାସେ ଭିତରେ ରାଜ୍ୟରେ ଦୈନିକ କରୋନା ଟ୍ରେଣ୍ଡ ଖସିଛି । ବଢ଼ିଛି ସୁସ୍ଥ ହାର । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ମାସେ…

କମଳ ହାସନଙ୍କ ୬୬ତମ ଜନ୍ମଦିନ: ଆସନ୍ତୁ ଜାଣିବା ତାଙ୍କର କେଉଁ ୬ଟି ଫିଲ୍ମ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା

ମାଡ୍ରାସ: ଦକ୍ଷିଣଭାରତ ଓ ବଲିଉଡର ଅଭିଜ୍ଞ କଳାକାର କମଳା ହାସନଙ୍କ ଆଜି ୬୬ ତମ ଜନ୍ମଦିନ । ନିଜ ଦକ୍ଷତା ବଳରେ ଏହି କଳାକାର ପ୍ରଶଂସକଙ୍କ ପାଖରେ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ ଆସନ୍ତୁ ଜାଣିବା କମଳା ହାସନଙ୍କ କେଉଁ ୬ଟି ଫିଲ୍ମ ସମ୍ପୁର୍ଣ୍ଣ ହୋଇପାରି ନ ଥିଲା । କେଜି: ୨୦୦୪ରେ କମଳା…

ଆଇଆଇଟି ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର; ଦେଶ ତୁମକୁ ‘ଇଜି ଅଫ୍ ଡୁଇଂ ବିଜ୍‌ନେସ୍‌ ଦେବ’,ତୁମେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ପରେ ବିଶ୍ୱ ସଂପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ -୧୯ ବିଶ୍ୱକୁ ଆଉ ଗୋଟିଏ କଥା ଶିଖାଇଛି ଯେ ଜଗତୀକରଣ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏଥି ସହିତ ଆତ୍ମନିର୍ଭରଶୀଳତା ମଧ୍ୟ…

ସ୍ୱଚ୍ଛ ହେବ ଇସ୍ପାତ ନଗରୀ, ପ୍ରତି ଶନିବାର ହେବ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ

ରାଉରକେଲା: ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି. ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଛାଗ୍ରହ' ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି ମହାନଗର ନିଗମ।…

ଯୁବକଙ୍କ ଅଧା ପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନୟାଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ରଣପୁରରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ଭୂତଡିହି ଗାଁର ବଳଭଦ୍ର ବଳିଆରସିଂ । ଗୁଣ୍ଡୁରାବାରି ଜଙ୍ଗଲରୁ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବଳଭଦ୍ରଙ୍କୁ ହତ୍ୟା ପରେ ଗୁଣ୍ଡୁରାବାରି…

୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

କୋରାପୁଟ: ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ।ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ…

ପୁଣି କରୋନା ନେଲା ଜୀବନ, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ମିଟର । ହେଲେ କମୁନି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୦ରୁ ଅଧିକ ସଂକ୍ରମିତଙ୍କ ମୁଣ୍ଡ ନେଉଛି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…

ରାଜ୍ୟରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା । ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ପଜିଟିଭ ସଂଖ୍ୟା କମୁଛି । କମ୍ ସଂଖ୍ୟକ କରୋନା ଚିହ୍ନଟ ହେଉଥିଲେ ମଧ୍ୟ ଆଜି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ…

ରଣବୀର୍‌ଙ୍କ ସହ ଫିଲ୍ମରେ ଏକାଠି କାମ କରିବାକୁ ଚାହୁଁଥିଲେ ରିଷି କପୁର; ଅଧାରେ ରହିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗଗ୍‌ଜ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଗଲାଣି, କିନ୍ତୁ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଜି ମଧ୍ୟ ପୂରଣ ହୋଇପାରିନାହିଁ। ତେବେ ରିଷି କପୁରଙ୍କର ଏକ ଇଚ୍ଛା ଥିଲା ଯାହା ଆଉ କେବେ ବି ପୂରଣ ହୋଇପାରିବ ନାହିଁ। ଏକ ଖବର ଅନୁଯାୟୀ…