Latest Odisha News

BREAKING NEWS

Yearly Archives

2020

ଭୂକମ୍ପରେ ଥରିଲା କାଶ୍ମୀର ଘାଟି

ଜମ୍ମୁକାଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଆଜି ଭୋରୁ ଜମ୍ମୁ-କାଶ୍ମୀରର ପହଲଗାମ୍ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି। ନ୍ୟାସନାଲ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିଜୟ ମୁହାଁ ବାଇଡେନ୍ !

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଦିନ ବିତିଲାଣି । ତଥାପି ଚିତ୍ର ଅସ୍ପଷ୍ଟ । ବର୍ତ୍ତମାନ ସୁଦ୍ଧା ଗଣତି ଅନୁସାରେ ବିଜୟ ମୁହାଁ ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ଆଗୁଆ ରହିଛନ୍ତି । ବାଇଡେନ୍ ୨୬୪ ଓ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ…

ପୁନମଙ୍କ ପରେ ଏବେ ମିଲିନ୍ଦଙ୍କ ପାଳି; ନ୍ୟୁଡ୍ ଫଟୋକୁ ନେଇ‌ ମିଲିନ୍ଦଙ୍କ ସୋମନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ନିକଟରେ ଅର୍ଥାତ୍‌ ନିଜ ଜନ୍ମଦିନରେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ୍‌ ସୋମନ ଗୋଆ ବିଚ୍‌ରେ ଦୌଡୁଥିବା ଦେଖିବାକୁ ମିଳିଥିଲା। ସେ ଏହି ଫଟୋକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ତାଙ୍କ ବିରୋଧରେ ମାମଲା ରୁଜୁ…

ଦେଶରେ ୮୪ ଲକ୍ଷ କରୋନା ପଜିଟିଭ୍, ମହାମାରୀରେ ଲକ୍ଷେ ୨୫ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢୁଛି ଦୈନିକ କରୋନା କେସ । ୫୦ ହଜାରରୁ ଅଧିକ ପଜିଟିଭ୍ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୩୫୭ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୬୨ ହଜାର ୦୮୧କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ମୃତ୍ୟୁସଂଖ୍ୟାରେ ବି ବୃଦ୍ଧି…

ଦ କପିଲ ଶର୍ମା ସୋ ଛାଡିବେ କ୍ରିଷ୍ଣା ଅଭିଷେକ!

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରେ ଆରମ୍ଭ ହୋଇଥିବା କପିଲ ଶର୍ମା ସୋ ଦର୍ଶକଙ୍କ ଭଲ ମନୋରଞ୍ଜନ କରୁଛି। ସୋ ସହିତ ଜଡିତ ସମସ୍ତ କଳାକାର ବହୁତ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ପ୍ରଶଂସକମାନେ କ୍ରିଷ୍ଣା ଅଭିଷେକଙ୍କ କମେଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। କପିଲ ଏବଂ କ୍ରିଷ୍ଣାଙ୍କ ଯୁଗଳବନ୍ଦୀକୁ…

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।…

ଅଧ ଘଣ୍ଟାର ଫୋନ୍‌ କଲ୍‌ ଅମୀର୍‌ଙ୍କ ଜୀବନରେ ଏକ ନୂଆ ମୋଡ ଆଣିଥିଲା

ନୂଆଦିଲ୍ଲୀ: ଆଜି ଅର୍ଥାତ୍‌ ନଭେମ୍ବର ୭ ତାରିଖରେ ଆମୀର ଖାନଙ୍କ ପତ୍ନୀ କିରଣ ରାଓ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ରୀନା ଦତ୍ତାଙ୍କଠାରୁ ୨୦୦୨ରେ ଛାଡପତ୍ର ପରେ ଆମୀର ଖାନ୍‌ଙ୍କ ବିବାହ କିରଣଙ୍କ ସହିତ ହୋଇଥିଲା। ଏକ ସାକ୍ଷାତକାରରେ ଆମୀର ଖାନ କହିଥିଲେ- ଯେତେବେଳେ ୨୦୦୧ରେ ଲଗାନ୍‌ର…

ରାଜ୍ୟରେ ସବୁଠୁ ଥଣ୍ଡା ସହର ସୋନପୁର, ଏସବୁ ଜିଲ୍ଲାରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଅନୁଭୂତ ହେଲାଣି ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଥଣ୍ଡା ବଢ଼ିଲାଣି । ୧୧.୮ ଡିଗ୍ରୀ ସେଲସିୟସ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ଗତକାଲି ସୋନପୁରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଛି । ସେହିପରି ଆଉ…

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ…

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…