ମହାକାଶରୁ ମତଦାନ; ଦ୍ୱିତୀୟ ଥର ପାଇଁ ମହାକାଶରୁ ଭୋଟ୍ ଦେଲେ କେଟ୍; ଆମେରିକା ନିର୍ବାଚନ
ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ଏବଂ ଏହି ଭାଇରସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବହୁତ ପ୍ରଭାବ ପକାଇଛି। ଆମେରିକାର ଅନେକ ସ୍ଥାନରେ ଭୋଟ୍ ପ୍ରତିଶତ ଅଧିକ ଦେଖାଯାଇଥିବାବେଳେ ଅନେକ ଲୋକ କରୋନା ଭୟ ହେତୁ ମତଦାନରୁ ନିଜକୁ ଦୂରେଇ…