ବାଜି ମାରିଲା ‘ସମୋସା କାକ୍ସ’; ଆମେରିକା ନିର୍ବାଚନ
ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏହି ନିର୍ବାଚନରେ ଭାରତୀୟ-ଆମେରିକୀୟ ମତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସୂଚନାଯୋଗ୍ୟ ଏହି ସମୟ ମଧ୍ୟରେ ଭାରତୀୟ ମୂଳରୁ ୪ ଜଣ ପ୍ରାର୍ଥୀ…