Latest Odisha News

BREAKING NEWS

Yearly Archives

2020

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା…

ବଡଦାଣ୍ଡରେ ବିଦେଶୀ ଭିକାରୀ; ଭଜନ ଜଣାଣ କରି ପୋଷୁଛନ୍ତି ପେଟ

ଭୁବନେଶ୍ୱର: ବଡ ଦାଣ୍ଡରେ ବିଦେଶୀ ଭିକାରୀ। କଥାଟି ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ମସ୍କୋ ନିବାସୀ ଶକ୍ତିତ୍ୱ ଦାସ ଓ ତେଜସ୍ୱୀନୀ ଦାସ । ସୁଦୂର ମେସ୍କୋରୁ ଆସିଥିଲେ ଓଡିଶା। ବିଦେଶୀ ଭିସା ଅବଧି ପୂରିଗଲା। ନବୀକରଣ କରିବାକୁ ଅର୍ଥ ନଥିଲା। ସମ୍ପର୍କୀୟଙ୍କଠାରୁ ଅର୍ଥିକ ସହାୟତା…

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…

ଆସନ୍ତୁ ବୁଲିଯିବା ରେମୁଣାର କ୍ଷୀରଚୋରା ଗୋପୀନାଥ; ଜାଣିବା ଏହା ସମ୍ପର୍କରେ କିଛି ନୂଆକଥା

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟ ସରକାର ମଧ୍ୟ କୋଭିଡ କଟକଣା ମଧ୍ୟରେ ରହି ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ପ୍ରାୟତଃ ଅନୁମତି ଦେଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବୁଲେଇ ନେବୁ ବାଲେଶ୍ଵର ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ। ଆଉ ଜଣାଇବା ଏହାର…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୩-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୩ ରିଖ ମଙ୍ଗଳବାର ତୁଳା ୧୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜି:…

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ । କୋଭିଡ କଟକଣା ଭିତରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ଦୁଇଟି ନିର୍ବାଚନ ମଣ୍ଡଳୀର ମୋଟ୍ ୧୫ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢେ ୪ଲକ୍ଷ ଭୋଟର । ବାଲେଶ୍ୱରରେ ୩୪୬ ଓ…

ଆଜି ସାଣ୍ତ୍‌ଉଇଚ୍‌ ଦିବସ

ପ୍ରତିବର୍ଷ ନଭେମ୍ବର‌ ୩ ତାରିଖରେ ପାଳିତ ହୁଏ ‘ସାଣ୍ତ୍‌ଉଇଚ୍‌ ଦିବସ’। ସାରା ବିଶ୍ୱ‌ରେ ଏହା ଏକ ଲୋକପ୍ରିୟ ଖାଦ୍ୟ। ଏହାକୁ ପ୍ରସ୍ତୁତ କରିବା ସହଜ ଓ ଏହା ଶୀଘ୍ର ହଜମ ହୁଏ। ଏଥିରେ କ୍ୟାଲେରୀର ପରିମାଣ ବହୁତ କମ୍‌ ରହିଥାଏ। ଇଂଲଣ୍ତ୍‌ ଅନ୍ତର୍ଗତ ସାଣ୍ତ୍‌ଉଇଚ୍‌ର ଚତୁର୍ଥ ଅର୍ଲ‌୍‌ ଜନ୍‌…

ବିହାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧,୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ସନ୍ଧ୍ୟା ୬ଟା ଯାଏ ଚାଲିବ । ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନରେ ମତଦାନ ହେଉଛି । ମୈଦାନରେ ଅଛନ୍ତି ୧ ହଜାର ୪୬୩ ପ୍ରାର୍ଥୀ । ମୋଟ୍ ୨ କୋଟି ୮୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର…

ମିଶନ ହ୍ୱାଇଟ୍ ହାଉସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଭୋଟ୍

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି ?  ଡୋନାଲ୍‌ଡ ଟ୍ରମ୍ପ ନା ଜୋ ବିଡେନ୍‌ ? କାହା ଦଖଲକୁ ଯିବ ହ୍ଵାଇଟ୍‌ ହାଉସ୍‌ ? ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ଅନୁଷ୍ଠିତ ହେଉଛି । ଏହାର ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି । ୫୦…