Latest Odisha News

BREAKING NEWS

Yearly Archives

2020

ଛତ୍ରପୁରରେ ଖୁବ୍ ଶୀଘ୍ର ତିଆରି ହେବ ସିନ୍ଥେଟିକ୍ ଟର୍ଫ ହକି ତାଲିମ କେନ୍ଦ୍ର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉନ୍ନତି ତଥା ଖେଳାଳିଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ତିନିଟି ବଡ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହିଂଜିଳିକାଟୁର ଇନଡୋର ଷ୍ଟାଡିୟମ, ଛତ୍ରପୁରର ମଲଟି ପରପୋଜ୍ ଇନଡୋର ହଲକୁ ଉଦଘାଟନ କରିଛନ୍ତି । ଏଥି ସହ କଳିଙ୍ଗ…

ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ

ଅବୁଧାବି: ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଦେବଦତ୍ତ ପାଡିକ୍କଲଙ୍କ ୫୦ ଓ ଏବି ଡିଭିଲିୟର୍ସଙ୍କ ୩୪ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୨ ରନ୍‌ କରିଛି । ଟସ୍‌…

ଗଞ୍ଜାମରେ ଖୋଲିଲା ଆହାର କେନ୍ଦ୍ର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସୋମବାର ଦିନ ୨୪ଟି ଆହାର କେନ୍ଦ୍ର ଖୋଲାଯାଇଛି। ଆଧିକାରିକ ସୂଚନା ଅନୁଯାୟୀ, ପ୍ରତ୍ୟେକ ଆହାର କେନ୍ଦ୍ରରେ ଜଣେ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ଏହା ଛଡ଼ା ଅକ୍ସିମିଟର, ଥର୍ମାଲ୍ ସ୍କ୍ରିନିଂ ମେସିନ୍ ଏବଂ ସେଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ…

ନାବାର୍ଡର ଓଡିଶା ମୁଖ୍ୟ ଭାବେ ଦାୟିତ୍ଵ ନେଲେ ସି ଉଦୟଭାସ୍କର

ଭୁବନେଶ୍ୱର: ନାବାର୍ଡର ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଭାବେ ୨୦୨୦ ମସିହା ନଭେମ୍ବର ୧ରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସି ଉଦୟଭାସ୍କର। ସୂଚନା ଅନୁଯାୟୀ, ଶ୍ରୀ ଭାସ୍କର ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ନାବାର୍ଡର ବିଭିନ୍ନ…

ରାଜୁ ମିଶ୍ରଙ୍କ ବିୟୋଗ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅପୂରଣୀୟ କ୍ଷତି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଖ୍ୟାତିନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି। ତାଙ୍କ ବିୟୋଗ ଖବର ଶୁଣି ମୁଁ…

ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଶେନ ୱାଟସନ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଶେନ ୱାଟସନ ସୋମବାର କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ଆଇପିଏଲରୁ ଅବସର ଘୋଷଣା କରିବା ପରେ ଏହି ମହାନ ଅଲରାଉଣ୍ଡରକୁ ଆଉ ପଡିଆରେ ପ୍ରଶଂସକମାନେ ଦେଖିପାରିବେ ନାହିଁ ।  ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା…

ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଆବେଦନର ଶେଷ ତାରିଖ ନଭେମ୍ବର ୧୯

ଭୁବନେଶ୍ୱର:  ୨୦୨୧ ବର୍ଷ ପାଇଁ ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (AISSEE ) ୧୦ ଜାନୁୟାରୀ ୨୦୨୧ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ଏସ ଡୋମିନିକ୍ ରାୟନ୍, ଅଧ୍ୟକ୍ଷ, ସୈନିକ ସ୍କୁଲ, ଭୁବନେଶ୍ୱର। AISSEE ହେଉଛି ଏକ ଜାତୀୟ ସ୍ତରର ବିଦ୍ୟାଳୟ…

ଅଲ-କାଏଦାର ସନ୍ଦିଗ୍ଧ ପଶ୍ଚିମବଙ୍ଗରୁ ଗିରଫ

କୋଲକାତା: ଏନଆଇଏ ଆଜି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ସଦସ୍ୟ ଅବଦୁଲ ମୋମିନ୍‌ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି।  ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ସେ କେରଳ ଓ ପଶ୍ଚିମବଙ୍ଗରେ ଅଲକାଏଦା ପକ୍ଷରୁ ଘଟାଇଥିବା ଏକାଧିକ ମାମଲାରେ ଜଡ଼ିତ ଥିବା ଏନଆଇଏ ସନ୍ଦେହ କରୁଛି । ଏନଆଇଏ…

କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୨୦ ଛାତ୍ର ମୃତ

କାବୁଲ: ଆଫଗାନିସ୍ତାନରେ ପୁନର୍ବାର ଆତଙ୍କବାଦୀମାନେ ରକ୍ତର ଖେଳ ଖେଳିଛନ୍ତି । ଏଥିରେ ବଳି ପଡିଛନ୍ତି ଛାତ୍ର । କାବୁଲ ବିଶ୍ୱବିଦ୍ୟାଳୟରେ ଆଫଗାନ-ଇରାନିଆନ ପୁସ୍ତକ ମେଳା ଚାଲିଥିଲା । କେତେକ ଆତଙ୍କବାଦୀ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଛାତ୍ରଙ୍କ ଉପରେ…

ନଭେମ୍ବର ୯ରୁ ଡିଗ୍ରୀ କଲେଜରେ ସ୍ପଟ୍ ଆଡମିଶନ୍‌

ଭୁବନେଶ୍ୱର: ଓଡିଶାର ଡିଗ୍ରୀ କଲେଜ ଗୁଡିକରେ ଆସନ୍ତା ନଭେମ୍ବର ୯ ତାରିଖରୁ ସ୍ପଟ୍ ଆଡମିଶନ୍ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଳକା ସିଟ୍ ପାଇଁ ନଭେମ୍ବର ୯ରେ ସାମସ୍ ୱେବସାଇଟରେ ସୂଚନା ବାହାରିବ। ଆବେଦନକାରୀ ମାନେ ନଭେମ୍ବର ୧୦ ତାରିଖ ଅପରାହ୍ନ ୪ଟାରୁ…