Latest Odisha News

BREAKING NEWS

Yearly Archives

2020

ବିଜେଡି ପାଇଁ ତିର୍ତ୍ତୋଲରେ ଭୋଟ୍ ମାଗିବେ ଦାମୋଦର ରାଉତ

ଭୁବନେଶ୍ୱର: ବିଜେଡି ପାଇଁ ପ୍ରଚାର କରିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ୍ ମାଗିବେ । କାଲି ସେ ତିର୍ତ୍ତୋଲ ଯିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେଡିକୁ ଭୋଟ ଦେବା ପାଇଁ…

ମୋବାଇଲ୍‌ ଲକ୍ ଫିଟାଇବା ପାଇଁ ହତ୍ୟା କରି ଆଙ୍ଗୁଠି କାଟିନେଲା ହତ୍ୟାକାରୀ

ନୂଆଦିଲ୍ଲୀ: ଜଣେ ରୁଷୀୟ ବୈଜ୍ଞାନିକ ତଥା ମଡେଲ୍‌ଙ୍କ ମୃତଦେହ ତାଙ୍କ ରହୁଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ହତ୍ୟାକରୀ ସାଙ୍ଗରେ ମହିଳାଙ୍କ ହାତର ଆଙ୍ଗୁଠି କାଟି ନେଇଯାଇଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ ମହିଳା…

ସାବଧାନ ! ଓଡ଼ିଶାରେ କରୋନାର ପୁନଃ ସଂକ୍ରମଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ରି-ଇନଫେକ୍ସ (ପୁନଃ ସଂକ୍ରମଣ) ମାମଲା ସାମନାକୁ ଆସିଛି । ଆଇଏଲଏସରେ କୋଭିଡ୍ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩-୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନସେସ୍ ବା…

ଦୀପାବଳି ପରେ ରାଜ୍ୟରେ ଖୋଲିବ କି ସ୍କୁଲ !

ଭୁବନେଶ୍ୱର: ଦିପାବଳୀ ପରେ ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ସସପେନ୍ସ ଲାଗି ରହିଛି । ଏନେଇ ସରକାର ବିଚାରବିମର୍ଶ ଚଳାଇଛନ୍ତି । କୌଣସି ନିଷ୍କର୍ଷ ହୋଇ ନାହିଁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂଜା ଛୁଟି ଯାଏ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ କେବେ…

୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ନିର୍ବାଚନ ହେବ; ଦ ସେଣ୍ଟର ଫର୍‌ ରେସ୍‌ପନ୍‌ସିଭ୍‌…

ନୂଆଦିଲ୍ଲୀ: ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠାରୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଏହା ଦୁଇ ଗୁଣ ମହଙ୍ଗା। ଏକ ଅନୁସନ୍ଧାନ ଗୋଷ୍ଠୀର ଆକଳନ ଅନୁଯାୟୀ ଏହି ନିର୍ବାଚନର ମୋଟ ମୂଲ୍ୟ ୧୪ ବିଲିୟନ ଆମେରିକୀୟ ଡଲାରକୁ ଯାଇପାରେ।…

‘ଆରୋଗ୍ୟ ବନ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ସେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ…

ବବି ଦିଓଲଙ୍କୁ ଫୁରସତ୍ ନାହିଁ, ଆସୁଛି ନୂଆ ଫିଲ୍ମ !

ମୁମ୍ବାଇ: ଶାହରୁଖ ଖାନଙ୍କ ହୋମ୍ ପ୍ରଡକ୍ସନ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ ଦ୍ରିଶ୍ୟମ ଫିଲ୍ମସ୍ ଏକ ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ । ପ୍ରୋଜେକ୍ଟ ତଥା ଫିଲ୍ମର ଟାଇଟଲ ରହିଛି ଲଭ୍ ହଷ୍ଟେଲ୍ । ଫିଲ୍ମରେ ନଜର ଆସିବେ ତିନିତିନିଜଣ ମଲ୍ଟିି ଟ୍ୟାଲେଣ୍ଟେଡ ବଲିଉଡ୍ ଆକ୍ଟର । ସୋସିଆଲ୍…

ଭଲ ଜୀବନସାଥୀଟେ ପାଇଁ ୧୦ ଥର ବିବାହ କରିସାରିଛନ୍ତି ମହିଳା; ତଥାପି ଖୋଜୁଛନ୍ତି….

ନୂଆଦିଲ୍ଲୀ: ଲୋକମାନେ ସବୁବେଳେ ବିବାହ କରିବା ପାଇଁ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖରେ ବିତାଇବା ପାଇଁ ଏକ ଉପଯୁକ୍ତ ସାଥୀଟିଏ ଖୋଜନ୍ତି। କିନ୍ତୁ ଆମେରିକାର ଜଣେ ମହିଳା ଉପଯୁକ୍ତ ଜୀବନସାଥୀଟିଏ ଖୋଜିବା ପାଇଁ ଏପର୍ଯ୍ୟନ୍ତ ୧୦ ଥର ବିବାହ କରିସାରିଲେଣି। ଆଶ୍ଚର୍ଯ୍ୟର କଥା, ସେ…

ଭିନ୍ନ ପ୍ରତିବାଦ, ଜାଳିଦେଲେ ୨.୪୨ କୋଟି ମୂଲ୍ୟର ମର୍ସିଡିଜ୍ ଗାଡି !

ଭୁବନେଶ୍ୱର: ଏକ ଚକିତକର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଋଷିଆ ଦେଶ । ଜଣେ ୟୁଟ୍ୟୁବର୍ ନିଜ ଦାମୀ ତଥା ଇମ୍ପୋର୍ଟେଡ୍ ଗାଡିରେ ନିଆଁ ଲଗାଇ ସୋସିଆଲ୍ ମିଡିଆରେ ଭିଡିଓଟିକୁ ଭାଇରାଲ୍ କରିଛନ୍ତି । ୟୁଟ୍ୟୁବର୍ ମିଖାଇଲ୍ ଲିଟ୍‌ଭିନ୍‌ଙ୍କର ୪.୯୭ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ଏଇ ନିକଟରେ ଏକ…

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦେଖିପାରିବେନି ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବିନା ଭକ୍ତରେ ହେବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।…