Latest Odisha News

BREAKING NEWS

Yearly Archives

2020

ପବିତ୍ର ବିଜୟାଦଶମୀ: ରାଜାଧିରାଜ ବେଶରେ ଶ୍ରୀ ଅଲାରନାଥ

ବ୍ରହ୍ମଗିରି: ଆଜି ହେଉଛି ଶାରଦୀୟ ଦୁର୍ଗାତ୍ସବର ଶେଷ ପର୍ବ ପବିତ୍ର ବିଜୟାଦଶମୀ। ଏହି ଅବସରରେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି। ନିତିକାନ୍ତି ଅନୁଯାୟୀ, ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ…

ସବୁ ଭାରତୀୟଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଭ୍ୟାକସିନ୍‌: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ବିହାରରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ଇସ୍ତାହାରରେ ବିହାର ବାସୀଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ରାଜନୈତିକ ଫାଇଦା ବୋଲି ଆକ୍ଷେପ କରିଥିଲେ ବିରୋଧି ମାନେ । ଯାହା ପରେ ଅନ୍ୟ ୫ଟି ରାଜ୍ୟ ମଧ୍ୟ ମାଗଣାରେ କୋଭିଡ ଟିକା…

ଖିରି ଖାଇ ଜଣେ ମହିଳା ମୃତ, ୧୫ ଅସୁସ୍ଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଗୃହ ପ୍ରବେଶ ଭୋଜି‌ରେ ଯୋଗଦେବାକୁ ଆସିଥିବା ଲୋକମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିବା ଖବର ସାମ୍‌ନାକୁ ଆସିଛି। ସେଥିରୁ ୧୫ ଜଣ ଲୋକ ବିଷାକ୍ତ ଖିରି ଖାଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବୃଦ୍ଧ…

ବିିଜ୍ଞାନ ଖେଳ : ସୋଡାଷ୍ଟ୍ରରେ ପାଣି ନେବା ଚାଲେଞ୍ଜ

ଗୋଟିଏ ଗିଲାସରୁ ଅନ୍ୟ ଗ୍ଲାସକୁ ପାଣି ନେବ କିନ୍ତୁ ଗିଲାସକୁ ଛୁଇଁବନି, ଆଉ ଏକାମ କରିବା ଲାଗି ରହିଛି କେବଳ ଗୋଟିଏ ସୋଡାଷ୍ଟ୍ର । ଏହି ଚାଲେଞ୍ଜକୁ ଭାବିବା ବେଳକୁ କଷ୍ଟକର ଲାଗୁଛି । ସୋଡା ଷ୍ଟ୍ରର ଦୁଇ ମୁଣ୍ଡ ଖୋଲା, ତେଣୁ ନଳୀରେ ପାଣି ନେବା ମୁସ୍କିଲ । ଅବଶ୍ୟ ଏକାମ ବିଜ୍ଞାନର ଉପାୟ ଖଟାଇ…

ପ୍ରସ୍ତୁତ ରୁହ, ନଭେମ୍ବରରେ ଆସିବ କରୋନା ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ଆସିଛି ଭଲ ଖବର । ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା । ଏହା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଥିବା ଏକ ବଡ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ…

ମଙ୍ଗଳ ଗ୍ରହକୁ ଗୋଟିଏ ଦିନରେ ଉଡିବ ୩ଟି ଫ୍ଲାଇଟ୍‌!

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ସ୍ପେସ୍ଏକ୍ସ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ଯୋଜନା ବିଷୟରେ ନୂତନ ସୂଚନା ଜାରି କରିଛି। ସ୍ପେସ୍ଏକ୍ସ କମ୍ପାନୀର ସିଓଓ ଗେନି ଶଟୱେଲ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ମନୁଷ୍ୟର ବସତିସ୍ଥାପନ ପାଇଁ ଷ୍ଟାରଲିଙ୍କ୍‌ ସାଟେଲାଇଟ୍ ଏକ…

ଅଠାୱଲେଙ୍କ ‘ଆର୍‌ପିଆଇ’ରେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଆରମ୍ଭ କରିଛନ୍ତି ନିଜ ରାଜନୈତିକ ଇନିଂସ୍ । ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ)ରେ ଯୋଗଦେଇଛନ୍ତି । ସେ…

ପାଣିପାଗ ବିଭାଗର ସତର୍କ ସୂଚନା: ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, ରାୟଗଡା ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା…

କବିତା : ଅନ୍ତହୀନ ପରୀକ୍ଷା

ଡକ୍ଟର ଫକୀର ମୋହନ ନାହାକ ଅସରନ୍ତି ପରୀକ୍ଷା ଏ ଚାଲିଛି ଚିରକାଳ                                  ଦିନରାତି ସବୁ ମୁହୂର୍ତ୍ତରେ ବିଶ୍ୱର କୋଣ ଅନୁକୋଣରେ ବନ୍ଧା ପଡ଼ିଛନ୍ତି ଏଠି ଅକ୍ଷାଂଶ ଦ୍ରାଘିମା ସବୁ ପରୀକ୍ଷା ନିର୍ଘଣ୍ଟରେ । ଏମିତି ଏ ପରୀକ୍ଷା ପରୀକ୍ଷାର୍ଥୀଠୁ…

ଅଧା ଓଡ଼ିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛାଡୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି । ୮ଟି ଜିଲ୍ଲା…