Latest Odisha News
Yearly Archives

2020

ଆନ୍ତର୍ଜାତୀୟ କୋର୍ଟଙ୍କ ନିଷ୍ପତ୍ତି ପରେ ଫ୍ୟୁଚର୍‌ ଗ୍ରୁପ୍‌କୁ ବଡ଼ ଝଟ୍‌କା; ରିଲାଲନ୍ସ ଓ ଫ୍ୟୁଚର୍‌ ଗ୍ରୁପ୍‌…

ନୂଆଦିଲ୍ଲୀ: ସିଙ୍ଗାପୁରର ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର (SIAC) ଆମାଜନ୍‌ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ରିଲାଏନ୍ସ ସହିତ ଚୁକ୍ତି ବନ୍ଦ କରିବାକୁ ଫ୍ୟୁଚର୍‌ ଗ୍ରୁପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ରିଲାଏନ୍ସକୁ…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

ମାଲକାନଗିରିରୁ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଜୋଡମ୍ବା ପଞ୍ଚାୟତ ନିକଟ ଏକ ଜଙ୍ଗଲରୁ ସୁରକ୍ଷାକର୍ମୀ ମାନେ ସୋମବାର ଦିନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଏସଡିପିଓ ପ୍ରହଲାଦ୍ ମୀନାଙ୍କ ସୂଚନାନୁଯାୟୀ, କିଛି ମାଓବାଦୀ ନିକଟ ଜଙ୍ଗଲରେ…

ପାରାଦୀପରେ ଟ୍ରଲର ବୁଡି ୪ ନିଖୋଜ

ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ବଟି ମାଗି ବନ୍ଧା ହେଲେ ସାମ୍ବାଦିକ

ଭୁବନେଶ୍ୱର: ଦାଦା ବଟି ମାଗିବା ପଡିଲା ମହଙ୍ଗା । ବନ୍ଧା ହେଲେ ସାମ୍ବାଦିକ । ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୪ ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଇଛି। ଦୁନିଆରେ କରୋନା ସଂକ୍ରମଣ ସଂଖ୍ୟା ୪୩ ନିୟୁତ ଅତିକ୍ରମ କରିଛି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ୫୯ ହଜାର ରୋଗୀ ପ୍ରାଣ ହରାଇଛନ୍ତି। ସାରା ବିଶ୍ୱରେ ଗତ ୨୪ ଘଣ୍ଟାରେ…

ଆସିଲା ‘ଫୌଜି’ର ଫାଷ୍ଟ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି ମଲ୍ଟିପ୍ଲେୟର୍ ଆକ୍ସନ୍ ଗେମ୍ ‘ଫୌଜି’। ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଫୌଜି’ର ଏକ ଟିଜର ଜାରି କରିଛନ୍ତି ।…

ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଦୀପାବଳୀ ପୂର୍ବରୁ କର୍ମଚାରୀଙ୍କୁ ମାଲାମାଲ୍‌ କରିବାକୁ ନିଷ୍ପତ୍ତି ନେଇଛି…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି ରିଲାଏନ୍ସ କମ୍ପାନୀ। ଦୀପାବଳି ପୂର୍ବରୁ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି ରିଲାଏନ୍ସ କର୍ମଚାରୀ। କର୍ମଚାରୀଙ୍କ ବେତନକୁ କରୋନା ପୂର୍ବର ବେତନକୁ ଫେରାଇ ଆଣିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହା ସହିତ…

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ। ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ…