Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୨୫-୧୦-୨୦୨୦ ରବିବାର ଆଜିର ମହତ୍ତ୍ୱ ଆଜି ୨୦୨୦ ମସିହା ଅକ୍ଟୋବର ତା ୨୫ ରିଖ ରବିବାର ତୁଳା ୯ ଦିନ ଆଶ୍ବିନ ମାସ ଶୁକ୍ଳପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଧନିଷ୍ଠା ନକ୍ଷତ୍ର ମକର‌‌‌ ଚନ୍ଦ୍ର ଘାତ ବାର:-ମେଷ ରାଶିର  ଘାତ ଚନ୍ଦ୍ର :- ସିଂହ ରାଶି ପୁରୁଷଙ୍କର  ନିଷେଧ ଖାଦ୍ୟ…

ପାଟଣାରେ ପ୍ରଚାର ବେଳେ ଜେଡିଆରପି ନେତାଙ୍କୁ ଗୁଳି କରି ହତ୍ୟା

ପାଟଣା: ବିହାରରେ ନିର୍ବାଚନୀ ହିଂସା । ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସିଓହର ଜିଲ୍ଲାର ହାଥସରରେ ଘଟିଛି ଏହି ଘଟଣା । ମିିଳିଥିବା ସୂଚନା ଅନୁଯୟୀ, ନାରାୟଣ ନିର୍ବାଚନ ପ୍ରଚାର…

ପରଲୋକରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିରଞ୍ଚି ନାରାୟଣ ପୁହାଣ

ଭୁବନେଶ୍ୱର: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ଶିକ୍ଷାବିତ୍ ଡକ୍ଟର ବିରଞ୍ଚି ନାରାୟଣ ପୁହାଣଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଟକ ସାଲେପୁର ନିକଟ ଗୁଆଳି ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପୁହାଣ ରେଭେନସା କଲେଜରୁ ପାଠପଢା ଶେଷ…

[ଭିଡିଓ] ହେଲମେଟ୍ ଚେକିଂବେଳେ ମହିଳାଙ୍କ ତୁମୁଳକାଣ୍ଡ !

ମୁମ୍ବାଇ: ରାସ୍ତାରେ ଖୁଲମ୍‌ଖୋଲା ଟ୍ରାଫିକ୍ ପୋଲିସଙ୍କୁ ମାଡ । ସରକାରୀ ବାବୁଙ୍କ ସାର୍ଟ ଚିରିବା ସହ ତାଙ୍କ ବିରୋଧରେ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଅଭିଯୋଗ । ମୁମ୍ବାଇର ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ଟ୍ରାଫିକ୍…

ଓଡିଶାରୁ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୬୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୬୨,୦୩୧ ଛୁଇଁଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ବିକାଶ କାମ

ଭୁବନେଶ୍ୱର: ୨୦୨୧ ମସିହା ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭିକେ ପାଣ୍ଡିଆନ୍ ଶନିବାର ଦିନ ପୁରୀ ଗସ୍ତରେ ଯାଇ ସ୍ୱର୍ଗଦ୍ୱାରର ବିକାଶ ଓ ଗାଈଗୋରୁଙ୍କ ରହଣୀ ପାଇଁ ଗୋଶାଳା ଏବଂ ଭିକ୍ଷୁକଙ୍କ…

ରାଉରକେଲା ଏସଓଏସରୁ ଦୁଷ୍କର୍ମ ପିଡିତା ନିଖୋଜ ଅଭିଯୋଗ

ରାଉରକେଲା: ବିରମିତ୍ରପୁରରେ ଜଣେ ୧୩ ବର୍ଷର ଦୁଷ୍କର୍ମ ପିଡିତା ନାବାଳିକା ଶୁକ୍ରବାର ଦିନ ରାଉରକେଲା ସ୍ଥିତ  ଭିଲେଜରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସମ୍ପୃକ୍ତ ଅଧିକାରୀମାନେ ଛେଣ୍ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଶିଶୁ କଲ୍ୟାଣ କମିଟି…

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ । କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ…

ଦିଲ୍ଲୀକୁ ହରାଇଲା କୋଲକତା, ପ୍ଲେ ଅଫ ଆଶା ଉଜ୍ଜୀବୀତ

ଆବୁଧାବି: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏଥିସହ କୋଲକାତା ଦଳ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍ ପରେ ବୋଲିଂରେ  ବରୁଣ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଲକଡାଉନ୍ ପରଠାରୁ ନିରନ୍ତର କାର୍ଯ୍ୟ କରି ଆସୁଅଛି । ଯେମିତି ଲାଗୁଛି ଭଗବାନ…