ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍
ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବାନ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ଲକଡାଉନ୍ ସମୟରେ…