Latest Odisha News
Yearly Archives

2020

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଭୁବନେଶ୍ୱର: ଚଳିତବର୍ଷ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ‌ନାଲ୍ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା । ପୂର୍ବ…

ଜମ୍ମୁ-କଶ୍ମୀର ପତାକା ନ ଫେରାଇଲେ ତ୍ରିରଙ୍ଗା ଧରିବି ନାହିଁ: ମେହେବୁବା ମୁଫତି

ଶ୍ରୀନଗର: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପତାକା ନ ଫେରାଇଲା ପର୍ଯ୍ୟନ୍ତ ମୁଁ ତ୍ରିରଙ୍ଗା (ଭାରତର ଜାତୀୟ ପତାକା) ଧରିବି ନାହିଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଭୋଟ ପାଇବା ପାଇଁ…

ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶୁକ୍ରବାର ଦିନ ଏକ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ…

କେକ୍ କାଟିଲେ ଖଣ୍ଡାରେ, ରସିକିଆ ବାବୁ ଜେଲରେ !

ମହାରାଷ୍ଟ୍ର: ଜନ୍ମଦିନ ପାଳନ କରିବାର ଇଛା ଓ ଉତ୍ସାହ ସମସ୍ତଙ୍କର ଥାଏ । ହେଲେ ଆଇନ୍ କାନୁନ୍‌ର ସୀମା ପାର କରି ଜନ୍ମଦିନ ପାଳିବା ସମସ୍ତଙ୍କୁ ମହଙ୍ଗା ପଡିଥାଏ । ଏହି ଧାରାରେ ନାଗପୁରର ଜଣେ ଯୁବକ ଅତ୍ୟଧିକ ଉତ୍ସାହିତ ହୋଇ ଭିନ୍ନ ଧରଣର ଜନ୍ମଦିନ ପାଳିଥିଲେ । ହେଲେ ପରେ ସେହି ଉତ୍ସାହ ଓ…

ରେଳବାଇ ତରଫରୁ ନୂଆ ସେବା ଆରମ୍ଭ; ଯାତ୍ରୀଙ୍କ ସୁବିଧା ପାଇଁ ‘ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’

ନୂଆଦିଲ୍ଲୀ: ରେଳବାଇ ଦୀପାବଳି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ରେଲ୍‌ୱେ ଯାତ୍ରୀଙ୍କ ପାଇଁ 'ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’ ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ରେଳ ଯାତ୍ରା ସମୟରେ  ଯାତ୍ରୀମାନଙ୍କୁ ଆଉ ଘରୁ ଜିନିଷପତ୍ର ବୋହି ଆଣିବାକୁ ପଡ଼ିବନି। ଏଥିରେ…

ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ବିନା ବିଜ୍ଞାପନରେ ନିଯୁକ୍ତି ଅଭିଯୋଗ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଚାଲୁଛି ଆଇନକୁ ଆଖି ଠାର l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ସରକାରୀ ବ୍ୟବସ୍ଥାକୁ ଅବମାନନା କରି ଚାଲିଛି ରାବଣ ରାଜ l ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ୫ ମାସ…

ମାଆ ପାଇଁ ବାପାକୁ ହତ୍ୟା, ଅନିଶ୍ଚିତତା ଘେରରେ ଝିଅର ଭବିଷ୍ୟତ !

ମଧ୍ୟପ୍ରଦେଶ: ଭୋପାଳରେ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଘଟଣା । ମାଆ ପାଇଁ ବାପାକୁ ଅତି ନିର୍ମମ ଭାବେ ହତ୍ୟା । ହେଲେ ଜେଲ ଦଣ୍ଡାଦେଶ ମିଳିଛି ନାବାଳିକା ଝିଅକୁ । ଏହି ଖବର ମଧ୍ୟପ୍ରଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ପ୍ରଛଦପଟ୍ଟ କାହାଣୀ ତଦନ୍ତକାରୀ ପୋଲିସକୁ ବି ତାଜୁବ କରିଛି ।…

ନବ ରୂପେ ମା ନବ ଦୁର୍ଗା

✍️ସୁପ୍ରିୟା ପଣ୍ଡା ପାର୍ବଣ ଋତୁର ଦୁନ୍ଦୁଭି ବାଜିବ                                                          ତୁମ ଆଗମନୀ ହୋଇବ ଅବତରୀ ଆସି ଏ ଧରା ପୃଷ୍ଠରେ ଜୀବନରେ ପ୍ରାଣ ସଞ୍ଚିବ । ନବ ଦିନେ ନିତ୍ୟ ନବ ରୂପରେ ଦର୍ଶନ ତୁମର ହୋଇବ ମହିଷାମର୍ଦ୍ଧିନି ହେ…

ଓଲଟି ପଡିଲା ମାଛ ବୋଝେଇ ଗାଡି: ସାହାଯ୍ୟ ବଦଳରେ ମନଇଚ୍ଛା ଲୁଟି ନେଲେ ଲୋକେ

ପାରାଦୀପ: ପାରାଦୀପ ମାଛଧରା ବନ୍ଦରରୁ ଦିଘା ଯାଉଥିବା ଏକ ପିକପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାସ୍ତା ମଝିରେ ବିଛାଡି ହୋଇ ପଡିଥିଲା ୪ ଲକ୍ଷ ଟଙ୍କାର ମାଛ। ମାତ୍ର ସାହାଯ୍ୟ ବଦଳରେ ଯିଏ ପାଇଲା ସେ ବୋହି ନେଇ ଚାଲିଲେ। ବାଟରେ ଯାଉଥିବା ଲୋକମାନେ ପଲିଥିନ୍ ଓ ବ୍ୟାଗରେ ଭର୍ତ୍ତି…