‘ଲକ୍ଷ୍ମୀ ବମ୍’ ଚଳଚ୍ଚିତ୍ରର ନାଁ ପରିବର୍ତ୍ତନକୁ ନେଇ ହିନ୍ଦୁ ସେନାର ଦାବି
ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍' ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଦେଶର ଅନେକ ସଂସ୍ଥା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। କାହାକୁ ଫିଲ୍ମ ଟାଇଟଲ୍କୁ ନେଇ ସମସ୍ୟା ହେଉଛି ଆଉ କାହାକୁ ଫିଲ୍ମର ବିଷୟବସ୍ତୁକୁ ନେଇ ସମସ୍ୟା…