Latest Odisha News

BREAKING NEWS

Yearly Archives

2020

ଆସୁଛି ଫିଲ୍ମ ସର୍କସ, ଅଦ୍ଭୁତ କିର୍ଦାରରେ ରଣବୀର ସିଂ !

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ ଡେଟ୍‌କୁ ଚାହିଁବସିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟି । ତେବେ ଏହି ଫିଲ୍ମଟି ରିଲିଜ ନ ହେଉଣୁ ଆଉ ଏକ ପ୍ରୋଜେକ୍ଟରେ ରୋହିତ ସାମିଲ ହୋଇଛନ୍ତି । ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ ।…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

ପିଏମ୍‌ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ‘ଅବିସ୍ମରଣୀୟ’; ଜୁନିୟର୍‌‌ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏସବୁ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନି୍ୟର୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କକୁ 'ଅବିଶ୍ୱସନୀୟ' ବୋଲି ବର୍ଣ୍ଣନା…

ଦୁର୍ଗାପୂଜାରେ ଦର୍ଶକ ମନା

କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା' ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ । ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି…

ଶାସ୍ତ୍ରୀୟ ସଂଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି ଏଇ ଶିଶୁ….

ନୂଆଦିଲ୍ଲୀ: ହାରମୋନିୟମ ବଜାଉଥିବା ଏବଂ ଶାସ୍ତ୍ରୀୟ ଗୀତ ଗାନ କରୁଥିବା ଏକ ଛୋଟ ଶିଶୁଟିର ଭିଡିଓ ଏବେ  ‌ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛୋଟ ପିଲାଟି ବହୁତ ଉତ୍ସର୍ଗୀକୃତ ହୋଇ ନିଜ ଘରେ ପିତାଙ୍କ ସହ ଗୀତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଜଣେ…

ଜାଣନ୍ତୁ, କାହିଁକି ପାଳିତ ହୁଏ ‘ନବରାତ୍ରୀ’

ଭୁବନେଶ୍ୱର: ନବରାତ୍ରୀ ସମୟରେ ଶ୍ରଦ୍ଧାଳୁମାନେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଏହି ନଅ ଦିନ ଯାଏଁ ଘରେ ଓ ମନ୍ଦିରରେ ମାତାଙ୍କୁ ସ୍ଥାପିତ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ‘ନବରାତ୍ରୀ’ ପାଳନ ପଛରେ କ’ଣ ରହିଛି ପୌରାଣିକ କଥା ।…

ଦୁର୍ଗା ମୂର୍ତ୍ତି ଉଚ୍ଚତା; ଏହି ୯ ପୂଜା ମଣ୍ଡପକୁ ହାଇକୋର୍ଟଙ୍କ ଆଶ୍ୱସ୍ତି

କଟକ: ଓଡ଼ିଶା ହାଇକୋର୍ଟ କଟକ ସହରରେ ଆଠଟି ପୂଜା କମିଟି ଏବଂ ପୁରୀ ସହରର ଗୋଟିଏ କମିଟିକୁ ଦୁର୍ଗା ପୂଜା କରିବାକୁ ସୋମବାର ଦିନ ଅନୁମତି ଦେଇଛନ୍ତି। ଦେବୀଙ୍କ ପ୍ରତିମାକୁ ୪ ଫୁଟରୁ ଅଧିକ ଉଚ୍ଚ କରିଥିବା ୯ଟି ପୂଜା କମିଟିକୁ ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ପୂଜାପାଠ କରିବାକୁ…

ରାଜଧାନୀ ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ,…

ଦଶାହକୁ ଯାଉଥିବା ବେଳେ ଓଲଟିଲା ଅଟୋ; ୨ ମୃତ ଓ ୧୦ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚନ୍ଦାହାଣ୍ଡି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ଦଶାହରେ ଯୋଗ ଦେବା ପାଇଁ ଗୋଟିଏ…

ଅନ୍‌ଲାଇନ୍‌ରେ ହେଲା ମା’ଙ୍କ ଆରାଧନା

ନୂଆଦିଲ୍ଲୀ: ବୋକାରୋ ସହରଠାରୁ ୩୦ କିଲୋମିଟର ଦୂରରେ ଥିବା ମାର୍‌ହା ଗ୍ରାମରେ କେବଳ ୨୦୦୦ ହଜାର ଲୋକ ବାସ କରନ୍ତି। ପ୍ରାୟ ୭୦୦ ବଙ୍ଗାଳୀ ପରିବାର ସହିତ, ଏହି ଗାଁରେ ସବୁଠାରୁ ନିଆରା ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। ଏହି ପରମ୍ପରା ପ୍ରାୟ ୩୦୦ ବର୍ଷ ପୁରୁଣା। ସେଠାକାର ସ୍ଥାନୀୟ ବାସିନ୍ଦା ଘୋଷ…