Latest Odisha News

BREAKING NEWS

Yearly Archives

2020

ଦେଖନ୍ତୁ ଲିସା ହେଡନଙ୍କ ସର୍ଫିଂ ଅବତାର

ନୂଆଦିଲ୍ଲୀ: ଅଭିନେତ୍ରୀ ଲିସା ହେଡନଙ୍କର ରହିଛି କିଛି ନିଆରା ଅଭ୍ୟାସ । ସମୁଦ୍ର ଲହଡି ମଧ୍ୟରେ ସର୍ଫିଂ କରିବାକୁ ସେ ବହୁତ ଭଲପାଆନ୍ତି । ଏହିପରି କିଛି ଫଟୋ ଏବେ ଇଣ୍ଟରନେଟ ସାରା । ଲିସାଙ୍କୁ ଏକ ସ୍ୱିମ ସୁଟରେ ସର୍ଫିଂ କରୁଥିବାର ଦେଖିବାକୁ ମିଳିଛି । ସୋମବାର ଏକ ପୋଷ୍ଟରେ ଲିସା ହେଡନ୍…

ଆତର ଚମତ୍କାରୀ ଔଷଧୀୟ ଗୁଣ; ଭଲ ହୋଇଯିବ ଏହିସବୁ ରୋଗ !

ଭୁବନେଶ୍ୱର: ପାଟିକୁ ଯେମିତି ସୁଆଦିଆ, ଦେହକୁ ସେତିକି ହିତକାରୀ ହୋଇଥାଏ ଆତ। ଏହି ଋତୁରେ ବଜାରରେ ଯଥେଷ୍ଟ ପରିମାଣରେ ଆତ ମିଳେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ସହିତ ଅନେକ ପ୍ରକାର ପୋଷକତତ୍ତ୍ୱ ଭରି ରହିଥାଏ। ଏହାକୁ ଖାଇଲେ ଆମ ଶରୀରର ଅନେକ…

ଏଣିକି ପେଟିଏମ୍‌ ବି ଆଣିବ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ପେଟିଏମ୍ ଖୁବ୍‌ ଶୀଘ୍ର କ୍ରେଡିଟ୍ କାର୍ଡ ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ପେଟିଏମ୍ କାର୍ଡ ପ୍ରଦାନ କରୁଥିବା ବିଭିନ୍ନ କମ୍ପାନୀର ସହଭାଗୀତା ମାଧ୍ୟମରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ ଲଞ୍ଚ କରିବ। ଆସନ୍ତା ଏକରୁ ଦେଢ ବର୍ଷରେ ପେଟିଏମ୍ ୨୦ ଲକ୍ଷ କାର୍ଡ ଲଞ୍ଚ୍‌ କରିବାକୁ…

ଜାଣନ୍ତୁ ‘ରକ୍ ଷ୍ଟାର’ ଅମ୍ପାୟାରଙ୍କ ବିଷୟରେ

ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ…

କଟକରେ ଆଉ ଜଣେ ନାବାଳିକାକୁ ହତ୍ୟା ଅଭିଯୋଗ

କଟକ: ଜଣେ ୧୬ ବର୍ଷର ନବାଳିକାକୁ ନାଟକୀୟ ଢଙ୍ଗରେ ଅପହରଣ କରିନେବା ପରେ ଜବରଦସ୍ତ ବିବାହ କରି ପରେ ତାକୁ କିରୋସିନ ଢାଳି ମରିଦେଇଥିବା ନେଇ ନାବାଳିକାର ବାପା ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ସୁଚନା ମିଳିଛି । ନାବାଳିକା ପରିବାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲା…

ଦଳବଦ୍ଧ ରାଜନୀତି :ମଳ ସଫା ହେବା ଦରକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦେଶର ରାଜନୀତି ସ୍ୱାଧୀନତା ପରେ ପାଲଟିଛି ଦଳର ରାଜନୀତି । ଦଳ – ଏଠି ଦଳ, ସେଠି ଦଳ, ସବୁଠି ଦଳ – କେତେ ଦଳ ! ଗୋଟିଏ ତ ଦେଶ, ଗୋଟିଏ ତ ଗଣତନ୍ତ୍ର - ଅଥଚ ଏତେ ଦଳ ! ତା’ହେଲେ ଏ ଦଳମାନଙ୍କର ଦେଶ କ’ଣ ଶହେ ଫୁଲ ଫୁଟୁଥିବା ଗୋଟିଏ ବଗିଚା…

କରୋନାଭାଇରସ୍ ଉପଶମ ଉପାୟ ଖୋଜିଲେ ଏହି କୁନି ଝିଅ, ମିଳିଲା..

ଟେକ୍ସାସ: କରୋନାଭାଇରସ୍ ଚିକିତ୍ସା ଖୋଜିବା ପାଇଁ ଜଣେ ଭାରତୀୟ-ଆମେରିକୀୟ ଝିଅଙ୍କୁ ତାଙ୍କ ଅନୁସନ୍ଧାନ ପାଇଁ ୨୫୦୦୦ ଡଲାର୍ ପ୍ରଦାନ କରାଯାଇଛି। ଟେକ୍ସାସର ୧୪ ବର୍ଷୀୟ ଝିଅ ଅନିକା ଚେବ୍ରୋଲୁ, କୋଭିଡ-୧୯ର ଚିକିତ୍ସା ପାଇଁ ଏକ ସମ୍ଭାବ୍ୟ ଔଷଧ ଉପରେ କାମ କରିଥିବାରୁ ୨୦୨୦ 3M ୟଙ୍ଗ…

ଭାରତୀୟ ସଂସ୍କୃତିରେ ଓଡ଼ିଶାର ସ୍ଥାନ ଅଦ୍ୱିତୀୟ: ସ୍କନ୍ଦ ପୁରାଣ

ଭୁବନେଶ୍ୱର: ଅଢେଇ ହଜାର ବର୍ଷ ପୁରୁଣା ଉତ୍କଳ ସଂସ୍କୃତି ଓ ପୁରୁଷୋତ୍ତମ ତଥା ଶ୍ରୀଜଗନ୍ନାଥ ମହିମାର ଗାଥାକୁ ବର୍ଣ୍ଣନା କରିଥାଏ ସ୍କନ୍ଦପୁରାଣ । ମହର୍ଷି ବ୍ୟାସଦେବଙ୍କ ରଚିତ ଏହି ମହାନ ଗ୍ରନ୍ଥ ଭାରତର ଅନ୍ୟ ଜୀବନ୍ତ ଐତିହ୍ୟ ଗୁଡ଼ିକ ସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ମହିମା ମଣ୍ଡିତ…

ହାତ ନ ମିଳାଇବା ପଡ଼ିଲା ମହଙ୍ଗା; ମିଳିଲାନି ନାଗରିକତା

ନୂଆଦିଲ୍ଲୀ: ଜର୍ମାନୀରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କ ସହ ହାତ  ନ ମିଳାଇବାରୁ ଏଠାରେ ଜଣେ ନାଗରିକଙ୍କୁ ନାଗରିକତ୍ୱ ଦିଆଯାଇନଥିଲା। ଏ ନେଇ ଜର୍ମାନ କୋର୍ଟ ଏକ ରାୟ ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସହ ହାତ ମିଳାଇବାକୁ ମନା କରିଥିଲେ ତାଙ୍କୁ ନାଗରିକତା…

ଉତ୍ତରପ୍ରଦେଶରେ ଲାଗୁହବ ରାଷ୍ଟ୍ରପତି ଶାସନ!!

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ସମାଜବାଦୀ ପାର୍ଟି । ପାର୍ଟି ଅଭିଯୋଗ କରିଛି ଯେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥ ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ସପା ଦାବୀ କରିଛି ।…