Latest Odisha News

BREAKING NEWS

Yearly Archives

2020

ବ୍ଲୁଫ୍ଲାଗ ବିଚ୍‌ରେ ଯୋଗ କଲେ ମନ୍ତ୍ରୀ, ବିଧାୟକ

ପୁରୀ: ବ୍ଲୁଫ୍ଲାଗ ବିଚ୍‌ରେ ଚାଲିଛି ‘ମୋ ବିଚ୍ ଯୋଗ’ ଅଭିଯାନ । ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ…

ପାଲା ଜଗତର ଅନନ୍ୟ ପ୍ରତିଭା; ସୁଶ୍ରୀ ଉମାରାଣୀ ନାୟକ

ଭୁବନେଶ୍ୱର: ଓଡ଼ିଶାର ପାଲା ସଂସ୍କୃତିରେ ଅନନ୍ୟ ପ୍ରତିଭା ହେଉଛନ୍ତି ଗାୟିକା ପ୍ରବୀଣା, ସୁଶ୍ରୀ ଉମାରାଣୀ ନାୟକ। ପାଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଗାୟିକା ପ୍ରବୀଣା ଉପାଧି। ଏଥିସହ ସେ ରାଜ୍ୟର ବହୁ ସାଂସ୍କୃତିକ ଅନୁଷ୍ଠାନ ଏବଂ ପାଲା ମଞ୍ଚରୁ ପୁରସ୍କୃତ, ସମ୍ମାନିତ…

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ଗତ ୨୪ ଘଂଟାରେ ଆଖିବୁଜିଲେ ଆଉ ୧୪ କରୋନା ରୋଗୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଂଚିଛି । ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୨, ମୟୂରଭଞ୍ଜ, ପୁରୀ,…

ନାରୀବାଦୀକୁ ନେଇ କଣ ପ୍ରତିକ୍ରିୟା ଦେଲେ ସୋନା….

ମୁମ୍ବାଇ: ବଲିଉଡ ଗାୟିକା ସୋନା ମହାପାତ୍ର ନାରୀବାଦ ବିଷୟରେ ଅନେକ ସମୟରେ ଆଲୋଚନା କରନ୍ତି। ସେ ଅନେକ ସମୟରେ ମହିଳାଙ୍କ ପ୍ରତି ସ୍ୱର ଉତ୍ତୋଳନ ମଧ୍ୟ କରନ୍ତି। ତେବେ ନିକଟରେ ଏକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ସୋନାଙ୍କୁ ନାରୀବାଦକୁ ନେଇ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନା…

କମୁଛି କରୋନା ଟ୍ରେଣ୍ଡ, ଆଜି ୨୦୧୯ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ନୂଆ ୨,୦୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ । ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୧ ରହିଛି।…

କଳିଙ୍ଗା ଘାଟିରୁ ଓଲଟିଲା ଟ୍ରକ୍‌, ୨ ଆହତ

କନ୍ଧମାଳ: କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି…

‌ମୋତେ ମିସ୍‌ କରିବେନି, ମୁଁ ଖୁବ୍‌ ଶୀଘ୍ର ଫେରିବି; କଙ୍ଗନା

ମୁମ୍ବାଇ: କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଅଶ୍‌ରଫ୍‌ ସୟିଦଙ୍କ ଅଭିଯୋଗ ପରେ ବାନ୍ଦ୍ରା କୋର୍ଟ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ଦିନ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ କଙ୍ଗନା…

‘ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା’

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନାର କୋପ । ଏହାର ମୁକାବିଲା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହାରି ଭିତରେ କରୋନା ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଡିସେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହେବ। ମାର୍ଚ୍ଚ…

ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର; ଏବେ ମାତ୍ର୨୬ ଦିନରେ ପହଞ୍ଚିପାରିବେ ଭାରତରୁ ସିଙ୍ଗାପୁର

ନୂଆଦିଲ୍ଲୀ: ଭାରତକୁ ବ୍ରିଟିଶ୍‌ କବଳରୁ ମୁକ୍ତ କରିବା ପାଇଁ ଅନେକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନର ସ୍ମୃତି ଅନେକ ରାଜ୍ୟର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ଏହି ଇତିହାସ ଜାଣିବା ଏବଂ ସାଂସ୍କୃତିକ,…

ପୁରୀ ମାର୍କେଟରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି…